୨୭ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ନିରାକାରପୁର :-> ଛଣଗିରି ମା”ଭଗବତୀ ଫୁଟୁବଲ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ଫୁଟୁବଲ ମ୍ୟାଚର ପ୍ରଥମ ଦିବସ ଖେଳ ସ୍ଥାନୀୟ ଖେଳ ପଡିଆଠାରେ ଆଜି ଅନୁଷ୍ଠିତ ହୋଇଯାଇଛି | ଆଜି ମ୍ୟାଚରେ ଏସ ପି ଏମ ଫୁଟବଲ କ୍ଲବ ବିଶାଖାପାଟଣା ବନାମ ଥ୍ରୀ ଷ୍ଟାର ଫୁଟବଲ କ୍ଲବ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଖେଳ ଶେଷସୁଦ୍ଧା ୩/୧ଗୋଲରେ ବିଶାଖାପାଟଣା ବିଜେତା ହୋଇଛି |
ଆଜିର ଖେଳକୁ ସଫି କୁଲ ଖାନ, ଅମିତ ନାୟକ, ନିରଞ୍ଜନ ସାମନ୍ତରାୟ ଏବଂ ଲକି ସାମନ୍ତରାୟ ପରିଚାଳନା କରିଥିଲେ | ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର ଯୋଗଦେଇ ବକ୍ତବ୍ୟ ରେ ପ୍ରକାଶ କରିଥିଲେ କି ଖେଳ ଦ୍ୱାରା ମାନସିକ ସ୍ଥିରତା,