ନୟାଗଡ଼ ରେ ଶ୍ରମିକ ନେତା ବିଜୁ ଶ୍ରମିକ ସାମୁଖ୍ୟ ନିର୍ମାଣ ଶ୍ରମିକ ସଙ୍ଘ ର ନେତାଙ୍କୁ ବିଜେପି ର କାର୍ଯ୍ୟକର୍ତା ଅଦାଲତ ରୁ ମୁକୁଳାଇଲେ ସୂଚନା ମିଳୁଛି

୨୪ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ନୟାଗଡ଼ :- ଗତ 08.01.2024 ରିଖରେ ଶ୍ରମ ବିଭାଗ କାର୍ଯ୍ୟାଳୟ ସରକାରୀ କାର୍ଯ୍ୟକ୍ରମ କ୍ୟାମ୍ପକରି 250 ଶ୍ରମିକ ପରିଚୟପତ୍ର ପ୍ରଦାନ କରିଥିଲେ, ଶ୍ରମ ବିଭାଗ ଶ୍ରମିକ ଙ୍କ କାର୍ଯ୍ୟକରିବା ସହିତ ସାଧାରଣ ଲୋକଙ୍କ କାର୍ଯ୍ୟ କରିବା ଉଦିଷ୍ଟ. ଏହି କାର୍ଯ୍ୟାଳୟ ମନମୁଖୀ କାର୍ଯ୍ୟ ଯୋଜୁ ଗୋଟିଏ ବ୍ୟକ୍ତି ନିର୍ମାଣ ଶ୍ରମିକ ପରିଚୟ ପତ୍ର ସହ ଅଣ ସାଙ୍ଘଠିତ ପରିଚୟପତ୍ର ପାଇଲେ କିପରି,ଏହି କାର୍ଯ୍ୟକ୍ରମ କୁ ବିନା ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ କୁ,ଅନ୍ଧାରରେ ରଖି ସର୍ବସାଧାରଣ ଙ୍କୁ ନଜଣେଇ ସିଦ୍ଧାମୁଳା ରେ କାହା ଇଂଗିତରେ କରିଥିଲେ, ଏହି ସମ୍ବଦ୍ଧରେ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ନେତୃତ୍ୱରେ ଆଲୋଚନା କରିବା ଯୋଗୁ D. L. O ଉତ୍ପୀଖତ ହୋଇ ଆଲୋଚନା ରୁ ଉଠି ପଳେଇ ଗଲେ.ଏହି ଖବର ପାଇ ପଚାରିବାରୁ ଆମ ସହିତ ଯୁକ୍ତି ତର୍କ ହୋଇଥିଲା, ଏହା ଏକ ଚକ୍ରାନ୍ତ ସହ କେମିତି ବଦନାମ କରାଯାଇଛି ଜନସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି.

Exit mobile version