ନୟାଗଡ ବ୍ଲକର ଖୁଣ୍ଟୁବନ୍ଧ ପଂଚାୟତର ଅଚ୍ୟୁତନଗର ଏବଂ ଦେବନଗରକୁ କଣ୍ଟେନମେଣ୍ଟ ଆଉ କଇଥଗାଡ଼ିଆ ଗ୍ରାମକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବଫର ଜୋନ ଘୋଷଣା କଲା ଜିଲ୍ଲାପ୍ରଶାସନ

ଓଡିଶା ତାଜା ନ୍ୟୁଜ୍ (୨୩ ଜୁଲାଇ ଗୁରୁବାର) ନୟାଗଡ :- ନୟାଗଡ ବ୍ଲକର ଖୁଣ୍ଟୁବନ୍ଧ ପଂଚାୟତର ଅଚ୍ୟୁତ ନଗର ଦେବନଗର ଗ୍ରାମକୁ ଜିଲ୍ଲା ପ୍ରଶାସନ ଅନ୍ୟାଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ସହ କଇଥଗାଡ଼ିଆ ଗ୍ରାମକୁ ବଫର ଜୋନ ଘୋଷଣା_କଲେ

ଏଥିସହ ସମଗ୍ର ନୟାଗଡ ଜିଲ୍ଲାରୁ 61 ଜଣ ନୂଆ କରୋନା ଆକ୍ରାନ୍ତ ବାହାରିଥିବା ଜଣାପଡିଛିସମଗ୍ର ଜିଲ୍ଲାରେ ଏତେ ବହୁ ସଂଖ୍ୟା ରେ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବାରେ ଜିଲ୍ଲାରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି (ରିପୋର୍ଟ-ରାମକୃଷ୍ଣ ରଥ)

Exit mobile version