ଚାନ୍ଦି ଭଣ୍ଡାର ପକ୍ଷରୁ ସ୍ବତନ୍ତ୍ର ‘ୱିଣ୍ଟର ୱେଙ କଲେକ୍ସନ’ ଉପହାର ଦେବା ପାଇଁ ବ୍ୟାପକ ସମ୍ଭାର

୨୦ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )ଭୁବନେଶ୍ୱର :- ଆରମ୍ଭ ହୋଇଛି ବିବାହ ଉତ୍ସ । ଆଣିଛି ଉତ୍ସାହ, ସେଲିବ୍ରେଶନ୍ ଏବଂ ସ୍ବତନ୍ତ୍ର ସଂଯୋଗର ମାହୋଲ । ଏ ଅବସରରେ ପ୍ରତ୍ୟେକ ଉପହାର ଦମ୍ପରିଙ୍କ କାହାଣୀରେ ଏକ କ୍ଷୁଦ୍ର ପ୍ରତୀକ ଭଳି ଯୋଡ଼ି ହୋଇଯାଏ । ସମାନ ସମୟରେ ଲୋକେ ବିବାହ ଉତ୍ସବରେ ସ୍ବତନ୍ତ୍ର ଦେଖାଯିବା ପାଇଁ ସୁନ୍ଦର ପୋଷାକ ଏବଂ ସହଣା ପ୍ରତି ଉତ୍ସାହିତ ହୋଇଥାନ୍ତି । ସେଲିବ୍ରେଶନର ଜୋଶ୍‌କୁ ବଢ଼ାଇବା ପାଇଁ ରୂପା ଗହଣାର ସ୍ବତନ୍ତ୍ର ବ୍ରାଣ୍ଡ ନାହିଁ ଭଣ୍ଡାର ଆଣିଛି ‘ୱିକର ୱେତି’ ସଂସ୍କରଣ । ଏହା ଏକ ଅନନ୍ୟ କଲେକ୍ସନ, ଯାହା ପ୍ରତ୍ୟେକ ଉପହାର ପ୍ରଦାନ ମୁହୂଲିରେ ଉଷ୍ମତା କରିଥାଏ । ଏକ ଆକର୍ଷଣୀୟ ଗହଣା ପିସ୍ ହେଉ କିମ୍ବା କାଳଜୟା କଳାକୃତି, ଏହି କଲେକ୍ସନରେ ଥିବା ପ୍ରତ୍ୟେକ ଆଇଟମ୍‌କୁ ଅତି ସୂକ୍ଷ୍ମତାର ସହ ପ୍ରସ୍ତୁତ କରାଯାଇଛି, ଯାହା ଗୁଣବରା ଏବଂ ଆଧୁନିକତା ପ୍ରତି ବ୍ରାଣ୍ଡର ପ୍ରତିବଦ୍ଧତାର ପ୍ରତିଫଳନ । ଚାନ୍ଦି ଇଣ୍ଡାରରେ ଗ୍ରାହକ ଉପହାର ପ୍ରଦାନ ନିମନ୍ତେ ୯୨.୫% ଶୁଦ୍ଧ ଷ୍ଟଇଁ ସିଲ୍‌ଭରରେ ତିଆରି ହଲମାର୍କ ବାସନ ଏବଂ ଆସେସରିନ୍‌ର ବ୍ୟାପକ କଲେକ୍ସନ ପାଇପାରିବେ ।

ବିବାହ ଋତୁର ପ୍ରଥା ଅନୁସାରେ, ମହିଳାଙ୍କ ପାଇଁ ଭବିକି ଭଳି ବିକଳ ଅବାବେଳେ ପୁରୁଷମାନଙ୍କ ଲୁକ୍ ବଢ଼ାଇବା ପାଇଁ ଅନେକ କିଛି ରହିଛି । ଏହି ବିବାହ ଉତ୍ତରେ ଆମୋଘ କଲେକ୍ସନ ସହ ପୁରୁଷମାନେ ବ୍ୟାପକ ପ୍ରକାର ପସନ୍ଦ ସହ ସେମାନଙ୍କ ଷ୍ଟାଇଲକୁ ବଢ଼ାଇପାରିବେ । ଏ ଅବସରରେ ଚାଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍‌ସା ହଂସ କୁହନ୍ତି, ଓଡ଼ିଶାର ୪ ଜଣ ପ୍ରିୟ ଯୁବ କଳାକାରଙ୍କୁ ନେଇ ଏକ ଗତିଶାଳ ‘ଷ୍ଟ୍ରିର ୱେଜିଂ କଲେଚନ ବିଜ୍ଞାପନ କ୍ୟାମ୍ପେନ୍’ ସହିତ ବିବାହ ଋତୁକୁ ସ୍ବାଗତ କରି ଆମେ ଉତ୍ସାହିତ । ଏହି କ୍ୟାମ୍ପେନ୍ କେବଳ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ କଲେକ୍ସନକୁ ପ୍ରଦର୍ଶିତ କରୁନାହିଁ, ଏହା ମଧ୍ୟ ସମ୍ପର୍କରେ ଉପହାରର ମହତ୍ବକୁ ପ୍ରତିପାଦିତ କରୁଛି। ରକ୍ତ ସଂଯୋଗ, ଯାହା ଆମ ହୃଦୟରେ ସ୍ବତନ୍ତ୍ର ସ୍ଥାନ ପାଇଥାଏ ତାହା ରାବପ୍ରବଣତାର ଗଭୀରତା, ଖୁସି ବିନିମୟ ଏବଂ ପ୍ରକୃତ ସଂଯୋଗର ଲାବନା ଦ୍ବାରା ଲସନ ଋତୁର ଖୁସି ବାଣ୍ଟିବା ପାଇଁ ଚନ୍ଦି ଭଣ୍ଡାର ଏହାର ଗ୍ରାହକଙ୍କ ପାଇଁ ଆଣିଛି ଏକ୍ସକୁସିଭ୍ ଅଫର । ଏହା ଅନ୍ତର୍ଗତ ଗ୍ରାହକ ୨୦୨୪ ଜାନୁଆରୀ ୧୯ରୁ ୩୧ ଯାଏ ରୂପା ଗହଣା ଏବଂ କଳାକୃତିର ଗଢ଼ା ମଜୁରି ଉପରେ 90% ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ରିହାତି ପାଇବେ । ଆମ ପ୍ରତି ଗ୍ରାହକଙ୍କ ଅବମ୍ୟ ବିଶ୍ଵାସ ଏବଂ ସମର୍ଥନକୁ କୃତଜ୍ଞତା ଜଣାଇବା ଦିଗରେ ଏହି ସୀମିତ ସମୟ ଅଫର ଅଣାଯାଇଥିବା ଶ୍ରୀମତି ହଂସ ପ୍ରକାଶ କରିଛନ୍ତି। ଚାନ୍ଦି ଭଣ୍ଡାର ବିଷୟରେ: ୨୦୧୩ରେ ସ୍ଥାପିତ ଚାନ୍ଦ ଭଣ୍ଡାର ଓଡ଼ିଶାର ଏକ ସ୍ବତନ୍ତ୍ର ସିଲ୍‌ଭର ଚେନ୍ ଷ୍ଟୋର । ଚର୍ତମାନ ଏହାର ଷ୍ଟୋର ସଂଖ୍ୟା ସମଗ୍ର ଓଡ଼ିଶାରେ ୧୧ରେ ପହଞ୍ଚିଛି ।

ଭୁବନେଶ୍ୱର( ସହିଦ ନଗର, ପଟିଆ, ଜନପଥ, ସୌଭାଗ୍ୟନଗର, ରସୁଲଗଡ଼), ରାଉରକେଲା, ଅନୁଗୁଳ, କଟକ, ଯାଜପୁର ରୋଡ୍, ବ୍ରହ୍ମପୁରର ଏବଂ ବାଲେଶ୍ଵରରେ ଏହାର ଷ୍ଟୋର ରହିଛି । ଚାନ୍ଦି ଭଣ୍ଡାର ଗୋଟିଏ ଛାତ ତଳେ ଗହଣା, କଟ୍‌ଲେଗି, ସିଲ୍‌ଲୱେର ଏବଂ କର୍ପୋରେଟ୍ ଉପହାରର ବ୍ୟାପକ ସମ୍ଭାର ପ୍ରଦାନ କରୁଛି । ଭାରତର ବିଭିନ୍ନ କୋଣରୁ ସୁନ୍ଦର ଗହଣା ପିସ୍ ସହିତ ସର୍ବୋତ୍ତମ ଓଡ଼ିଆ କାରୁକାର୍ଯ୍ୟକୁ ଚାଦି ଭଣ୍ଡାର ଗ୍ରାହକଙ୍କ ନିକଟକୁ ଆଣିଛି। ଆମର ପ୍ରତିଶ୍ରୁତି: ଗ୍ରାହକଙ୍କୁ ବ୍ୟାପକ ରେଣ୍ଟ୍ ରୂପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା କ୍ରିନିଂ, ସର୍ବୋତ୍ତମ ଚବଳ ନୀତି, କଷ୍ଟମାଇଜେସନ୍, କ୍ଲୟ ପୂର୍ବରୁ ପରଖିବା, ଲ୍ୟାନ୍ୟ ଫର ମନି ଏବଂ ହଲମାର୍କଯୁକ୍ତ ଓ ଚାଲିଟି ଉତ୍ପାଦ ନାନ୍ଦି ଭଣ୍ଡାରର ପ୍ରତିଶୁତି ।

Exit mobile version