ଓଡିଶା ତାଜା ନ୍ୟୁଜ୍ (୨୨ ଜୁଲାଇ ବୁଧବାର) ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡା ଜୟପୁର ଫାଣ୍ଡି ଅଧୀନ ଯଇପୁର ଦୋବନ୍ଧିଆ ରାସ୍ତାରେ ବେଆଇନ ଭାବେ ଏକ ପିକ ଅପ ଭ୍ୟାନ ରେ ଗୋରୁ ଚାଲାଣ ହେଉଥିବାବେଳେ ଦୋବନ୍ଧିଆ ନିକଟରେ ଗାଡିଟି ଭାରସାମ୍ୟ ହରାଇ ବିରୂପା ନଦୀପଠାକୁ ଓଲଟି ପଡିଥିଲା, ୫ଟି ଗୋରୁ ଗୁରୁତର ଆହତ ହୋଇଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଂଚି ଗୋରୁଗୁଡିକୁ ଉଦ୍ଧାର କରିବା ସହ ଗାଡି ଓ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି। (ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ)
ବେଆଇନ ଗୋରୁ ଚାଲାଣବେଳେ ଓଲଟୀଲା ପିକଅପ ଭ୍ୟାନ, ଚାଳକ ଅଟକ

- Categories: Uncategorized, ଅପରାଧ, ଓଡ଼ିଶା, ଦେଶ, ହୋମ୍
Related Content
କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ
by
Proprietor Abhimanyu Maharana
June 26, 2026
Dabur India Limited inducts the importance of Wonder Herb – Pudina
by
Proprietor Abhimanyu Maharana
June 26, 2026
ଚମତ୍କାର ଔଷଧି - ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ
by
Proprietor Abhimanyu Maharana
June 25, 2026
ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ
by
Proprietor Abhimanyu Maharana
June 25, 2026
ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି
by
Proprietor Abhimanyu Maharana
June 25, 2026
ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ
by
Proprietor Abhimanyu Maharana
June 25, 2026