Home ଓଡ଼ିଶା ମନାଇପାଦ ଆଦିବାସୀ ହାଇସ୍କୁଲ ରେ ୧୪ ତମ ବାର୍ଷିକ କ୍ରିଡା ଉତ୍ସବ ଉଦଯାପିତ ମନାଇପାଦ ଆଦିବାସୀ ହାଇସ୍କୁଲ ରେ ୧୪ ତମ ବାର୍ଷିକ କ୍ରିଡା ଉତ୍ସବ ଉଦଯାପିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ :-> ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ମଣ୍ଡୋମହୁଲ ପଞ୍ଚାୟତ ମନାଇପାଦ ଆଦିବାସୀ ଉଚ୍ଚ ବିଦ୍ୟାଳୟ ପରିସର ରେ ୧୪ ତମ ବାର୍ଷିକ କ୍ରିଡାଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଉତ୍ସବ ୧୨ ଓ ୧୩ ତାରିଖ ଦୁଇଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସ୍କୁଲ ପରିଚାଳନା କମିଟିର ସଭାପତି ଶଙ୍କର ମେହେର ମୂଖ୍ୟ ବକ୍ତା , ମଣ୍ଡୋମହୁଲ ସରପଞ୍ଚ ସୁଦର୍ଶନ ମହାନନ୍ଦ , ବିଧାୟକ ପ୍ରତିନିଧି କିର୍ତ୍ତନ ବରିହା ,ଲୋକ ସଭା ସାଂସଦ ପ୍ରତିନିଧି ପଙ୍କଜ କୁମାର ଭୋଇ ,ଦୁଲେଶ୍ଵର ପଟେଲ , ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦଘାଟନ ହୋଇଥିବା ବେଳେ ଶନିବାର ଉଦଯାପିତ ହୋଇଯାଇଛି ।ପ୍ରଧାନ ଶିକ୍ଷକ ଗରୁଡ କୁମାର ସାମଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଦ୍ୟାଳୟ ସହକାରୀ ଓ କର୍ମଚାରୀ ଓଁ କାର ରଞ୍ଜନ ମିଶ୍ର ,ପ୍ରଦୀପ କୁମାର ଦତ୍ତ , ମନ୍ମଥ ନାଥ ପୁଟେଲ , ଭେଙ୍କଟେଶ୍ଵର ଦାସ , ଡୋଲାମଣି ସାହୁ, ବିନୋଦ କୁମାର ମହାନ୍ତି ,ଅଶ୍ଵିନୀ କୁମାର ସାହୁ ,ପ୍ରଦୀପ କୁମାର ଭୋଇ ,କାର୍ତ୍ତିକ ମାଝୀ ,ରାତ୍ରଜଗୁଆଲି ରମଣୀ ରଞ୍ଜନ ଦାସ ,ପରିଚାଳନା କମିଟିର ସଦସ୍ୟ ,ପୂର୍ବତନ ଛାତ୍ର ଲଲିତ ମଲ୍ଲିକ ,କୌଲାଶ ତାଣ୍ଡି,ଘନ ଭୁଏ ,ସୁଜିତ କୁମାର ମେହେର ,ଶ୍ୟାମ ମାଝୀ ପ୍ରମୁଖ ସହଯୋହ କରିଥିଲେ । ଶାରିରୀକ କ୍ରିଡା ଶିକ୍ଷକ ମନୋଜ କୁମାର ମେହେର ଖେଳ ପରିଚାଳନା କରିଥିଲେ । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content Nandan Dwibedi receives Yuva Bharati Samman by Proprietor Abhimanyu Maharana September 22, 2026 ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 22, 2026 ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ by Proprietor Abhimanyu Maharana September 22, 2026 ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ by Proprietor Abhimanyu Maharana September 22, 2026 ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା by Proprietor Abhimanyu Maharana September 22, 2026 ମାର୍ଗଦର୍ଶିକା ଉଲଂଘନ - ଉନ୍ନୟନ କାମ ସରିବାର ଦୀର୍ଘ ଦିନ ପରେ ଜିଲ୍ଲାପାଳଙ୍କ ସୁପାରିଶକୁ ଅପେକ୍ଷା by Proprietor Abhimanyu Maharana September 22, 2026