ଶହୀଦ ରଘୁ ଦିବାକର ଡିଗ୍ରୀ କଲେଜ ଗଡବାଣିକିଲୋ ରେ “ନୂଆ – ଓ” ଯୁବ ଓଡ଼ିଶା – ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ
ଛାତ୍ର,ଛାତ୍ରୀ, ସହାୟକ କର୍ମୀ ଓ ସ୍ଥାନୀୟ ଗ୍ରାମ ବାସୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ସମସ୍ତଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରଯାଇଥିଲା । ସର୍ବ ଶେଷରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ମଣ୍ଡିତ ହୋଇଥଲା । ଏହି କାର୍ଯ୍ୟକ୍ରମ ସବୁ ବର୍ଷ ସରକାର କରାଇବା ସହ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଦାବି କରିଛନ୍ତି ।
- Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
Related Content
ଶକ୍ତିଶ୍ରୀ ସଶକ୍ତି କରଣ ସଚେତନତା କାର୍ଯ୍ୟକ୍ରମ
by
Proprietor Abhimanyu Maharana
August 12, 2026
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠ କୁ ପଦଯାତ୍ରା
by
Proprietor Abhimanyu Maharana
August 12, 2026
ଭୁବନେଶ୍ୱରରେ ‘ବିକଶିତ ଭାରତ ୨୦୪୭’ ଭିଜନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
August 12, 2026
ରଣପୁର ମାଟିର ପୁଅ ଜଗନ୍ନାଥ ମିଶ୍ରଙ୍କ ବିରଳ କୃତିତ୍ୱ
by
Proprietor Abhimanyu Maharana
August 12, 2026
A Rare Achievement by Ranpur’s Son Jagannath Mishra
by
Proprietor Abhimanyu Maharana
August 12, 2026
ଭାପୁର ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଚାପ ଉତେଜନା
by
Proprietor Abhimanyu Maharana
August 12, 2026