
ବିଶ୍ଵବାଣୀ ସାମ୍ବାଦିକ ବିନୋଦ କୁମାର ସାହୁ ଓ ସାମ୍ବାଦିକ ଯଦୁନାଥ ସାମନ୍ତରାୟ ହେଲେ ସମ୍ମାନିତ
ବ୍ରହ୍ମଗିରି ଘୋଡ଼ା ନାଚ ଓ ପପୁ ପମ ପମ କମେଡି ଦର୍ଶକଙ୍କୁ ବାନ୍ଧି ରଖିଲା
ପୂର୍ବତନ ମନ୍ତ୍ରୀ ଅରୁଣଙ୍କ ଆଗମନ ବଢ଼େଇଲା ଦର୍ଶକଙ୍କ ସଂଖ୍ୟା
10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ନୟାଗଡ଼ ଜିଲ୍ଲା, ରଣପୁରରେ ଗତ ପାଞ୍ଚ ତାରିଖରୁ ଆରମ୍ଭ ହୋଇ ପାଞ୍ଚଦିନ ବ୍ୟାପି ମହା ଆଡ଼ମ୍ବରରେ ପାଳିତ ହୋଇ ଆସୁଥିବା ରଣପୁର ମହୋତ୍ସବରେ ରାଜ୍ଯର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସିଥିବା କଳାକାର ମାନେ ସାସ୍କୃତିକ କାର୍ଯ୍ୟକୁ ଅତୀବ ମନୋହର କରାଇ ପାରି ଦର୍ଶକ ମାନଙ୍କ ସଂଖ୍ୟାକୁ ଅହେତୁକ ବୃଦ୍ଧି କରିଥିଲେ।
ଆଜି ଉଦଯାପନୀ ଉତ୍ସବରେ ପୁର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡକ୍ଟର ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ମହୋତ୍ସବ କମିଟି ସଂଯୋଜକ ତଥା ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ମାନେ ନୟାଗଡ଼ ଜିଲ୍ଲା ପରିଷଦ ପିଡି ଶ୍ରୀ ସୁଚାରୁ ବଳ,
