
୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁରରେ ପ୍ରତି ବର୍ଷ ଭଳି ଆଜି ଜାନୁଆରୀ ପାଞ୍ଚ ତାରିଖରୁ ଆରମ୍ଭ ହୋଇ ନଅ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କଳା, ସଂସ୍କୃତିର ପରିପ୍ରକାଶ ଓ ପ୍ରଚାର ପ୍ରସାର ଓ ପୁରୁଣା ସ୍ମୃତିକୁ ମନେ ପକେଇବା ନିମନ୍ତେ ଜିଲ୍ଲା ପ୍ରଶାସନ , ସ୍ଥାନୀୟ ନେତୃବୃନ୍ଦ ଓ ଜନ ସାଧାରଣଙ୍କ ସହଯୋଗରେ ରଣପୁର ମହୋତ୍ସବ “ଅର୍ଜୁନ” ମହା ଆଡ଼ମ୍ବରରେ ପାଳିତ ହେବା ପାଇଁମୁଖ୍ୟ ଅତିଥି ଭାବେ ମାନ୍ୟବର ନୟାଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ ଯୋଗ ଦେଇଥିଲେ ଓ ମୁଖ୍ୟ ବକ୍ତା ଭାବେ କବୟିତ୍ରୀ ଶ୍ରୀମତୀ ପ୍ରତିଭା ମହାରଥୀ ,

