ରଣପୁରରେ ସିପିଆଇ( ଏମ୍) ର କର୍ମୀ ସମ୍ମିଳନୀ ଅନୁଷ୍ଠିତ

ସେହିଭଳି ରାଜ୍ୟରେ ବିଜେଡି ସରକାରକୁ ହଟାଇ ବାକୁ ମଧ୍ୟ ଆହ୍ବାନ ଦେଲା ବେଳେ ଇଣ୍ଡିଆ ମେଣ୍ଟକୁ ଶକ୍ତିଶାଳୀ କରିବା ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ କରିବାକୁ ଆହ୍ବାନ ଦେଇଥିଲେ । ଜନ ସାଧାରଙ୍କ ବିଭିନ୍ନ ସମସ୍ୟାକୁ ତୋଳିଧରି ସ୍ଥାନୀୟ ଭାବେ ଆନ୍ଦୋଳନ ଗଢି ତୋଳିବାକୁ ଦଳ ତରଫରୁ ଆହ୍ବାନ ଦିଆଯାଇଛି । ଏହି କର୍ମୀ ସଭାରେ ଶତାଧିକ କର୍ମୀ ଯୋଗ ଦେଇଥିଲେ ।
- Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
Related Content
ଭାପୁର ରଥଯାତ୍ରା ପାଇଁ ପ୍ରାକ ପ୍ରସ୍ତୁତି ବୈଠକ
by
Proprietor Abhimanyu Maharana
June 25, 2026
ଦୁଇ ବର୍ଷ ପୂର୍ତ୍ତି ଅବସରରେ "ବିକାଶ ଧାରା ଓଡ଼ିଶା ସାରା" କାର୍ଯ୍ୟକ୍ରମ ଆୟୋଜିତ : ୭୨ ଜଣଙ୍କୁ ସମ୍ମାନିତ
by
Proprietor Abhimanyu Maharana
June 25, 2026
ବାଲିଗୁଡ଼ା ଏନଏସିରେ ହେଉଥିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍ସିଲର
by
Proprietor Abhimanyu Maharana
June 25, 2026
ଆଦିବାସୀ ମହାବିଦ୍ଯାଳୟରେ +୩ ପ୍ରଥମ ପର୍ଯ୍ଯାୟ ନାମଲେଖା ଆରମ୍ଭ
by
Proprietor Abhimanyu Maharana
June 25, 2026
ବିକଶିତ ଓଡ଼ିଶା ,ବିକଶିତ ଭାରତ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା : ବିକାଶର ଧାରା ଓଡ଼ିଶା ସାରା” ଅଭିଯାନ
by
Proprietor Abhimanyu Maharana
June 25, 2026
ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମର ଶୁଭାରମ୍ଭ
by
Proprietor Abhimanyu Maharana
June 25, 2026