ଦକ୍ଷିଣ ବେଗୁନିଆ ମଣ୍ଡଳ ଵିଜେପି ବନ୍ଧୁ ମିଳନ କାର୍ଯ କାରିଣୀ ଵୈଠକ

୩ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ଭାରତୀୟ ଜନତା ପାର୍ଟି ର ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ଯଜ୍ଞେଶ୍ଵର ସୁନ୍ଦରାୟ ଙ୍କ ନେତୃତ୍ବରେ ମଣ୍ଡଳ କାର୍ଯ କାରିଣୀ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମା ରାମଚଣ୍ଡୀ ମନ୍ଦିର ପୀଠରେ ଅନୁଷ୍ଠିତ ହୋଇଛି ,ଏଥିରେ ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟ କାରିଣୀ ସଦସ୍ୟା ସୁମିତ୍ରା ବାହିନୀପତି, ମଧ୍ୟ ବେଗୁନିଆ ମଣ୍ଡଳ ସଭାପତି ଭଗବାନ ପଣ୍ଡା, ପାଞ୍ଚଗଡ ମଣ୍ଡଳ ସଭାପତି ଅଶୋକ ରାଉତ,

ପିଚୁ କୋଳି ମଣ୍ଡଳ ସଭାପତି ଦଐଲତ ଅଲ୍ଲୀ, ଵୋଲଗଡ ମଣ୍ଡଳ ସଭାପତି ସଞ୍ଜୟ ବେହେରା,ପୂର୍ବତନ ଜିଲ୍ଲା ଉପସଭାପତି ରୁଦ୍ରନାରାୟଣ ବାହିନୀପତି, ଵୋଲଗଡ ପ୍ରମୁଖ କାର୍ଯ୍ୟ କର୍ତ୍ତା ସଞ୍ଜୟ ମହାପାତ୍ର , ଉତ୍ତର ବେଗୁନିଆ ପୂର୍ବତନ ମଣ୍ଡଳ ସଭାପତି ଅଜୟ ମାର୍ଥା, ରବିନାରାୟଣ ଚମ୍ପତି, ଵୋଲଗଡ ମଣ୍ଡଳ ପୁର୍ବତନ ସଭାପତି ସମୀର ମହାରଥା, ପାଞ୍ଚଗଡ ପୁର୍ବତନ ସଭାପତି ସୌମ୍ୟ ରଞ୍ଜନ ବଳିୟାର ସିଂହ,

ବରିଷ୍ଠ କାର୍ଯ୍ୟ କର୍ତ୍ତା ,ଦେବ ସାହୁ, ନିରଞ୍ଜନ ସ୍ବାଇଁ ଇନ୍ଦ୍ରମଣି ରଣସିଂହ, ବସନ୍ତ ଭାରୀମଲ ଏବଂ ଆଠଟି ପଞ୍ଚାୟତ ର ସଭାପତି ସମ୍ପାଦକ ଓ ପ୍ରମୁଖ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ ଦକ୍ଷିଣ ବେଗୁନିଆ ର ସମସ୍ତ ଵିଜେପି ପଞ୍ଚାୟତ ସଭାପତି ମାନଙ୍କୁ ସଂଗଠନ ସୃଦୃଢ଼ କରିବା ପାଇଁ ଦାଇତ୍ୱ ଦିଆଗଲା,ମଣ୍ଡଳ ସାଧାରଣ ସମ୍ପାଦକ ବିଜୟ ସୁବୁଦ୍ଧି ଧନ୍ୟବାଦ ଦେଇଥିଲେ, ମଣ୍ଡଳ ଅନ୍ୟତମ ସାଧାରଣ ସମ୍ପାଦକ ଦୀନବନ୍ଧୁ ଵିଶ୍ଵାଳ ଅତିଥି ପରିଚୟ କରିଥିଲେ।

Exit mobile version