ନୟାଗଡ (ଓଡିଶା ତାଜା ନିଉଜ୍) – ରଣପୁର ଅଧିଷ୍ଟାତ୍ରୀଦେବୀ ତଳମଣିନାଗ ପୀଠରେ ପୁଟୁଳିବଣିକ ସମାଜ ତରଫରୁ ଏକ ବନ୍ଦୁମିଳିନ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ବିଷୟଉପରେ ଆଲୋଚନାକରାଯାଇଥିଲା । ପରେ ସଙ୍ଘର କର୍ମକର୍ତା ଚୟନ କରାଯାଇଥିଲା । ସଭାପତିଭାବରେ ଅନନ୍ତଚରଣ ସାହୁ , ଉପସଭାପତି ଧନେଶ୍ୱର ସାହୁ , ସମ୍ପାଦକ ରଞନ ସାନ୍ତରା , କୋଷାଧକ୍ଷ କାଶିନାଥ ନାୟକ , ମନନିତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟକାର୍ଯ୍ୟକାରୀଣୀ ସଦସ୍ୟା ମୀନତି ମଣ୍ଡଳ ଓ ଥାନପତି ଭରତ ମଣ୍ଡଳ ପ୍ରମୁଖ ଯୋଗଦେଇଥିବାବେଳେ ଏଥିିରେ ପ୍ରାୟ ୭୫ ଜଣ ପୁରୁଷ ଓ ମହିଳା ଯୋଗଦେଇଥିଲେ । ଆଗାମୀ ରାଜ୍ୟ କାର୍ଯ୍ୟକାରୀଣୀ ବୈଠକ ଭୁବବେଶ୍ୱର ନିକଟସ୍ଥ ଡମଣା ରେ ହେଉଥିବା ରୁ ଯୋଗଦେବାପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଶେଷରେ ସମସ୍ତ ଅତିଥି ଗଣ ପ୍ରସାଦସେବନ କରିଥିଲେ ।
ପୁଟୁଳିବଣିକ ସମାଜ ର ବୌଠକ – ରଣପୁର

- Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
Related Content
ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା
by
Proprietor Abhimanyu Maharana
July 23, 2026
ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ
by
Proprietor Abhimanyu Maharana
July 23, 2026
ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ
by
Proprietor Abhimanyu Maharana
July 23, 2026
ନିଟ୍ ପ୍ରଶ୍ନପତ୍ର ଚୋରି ଓ ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
by
Proprietor Abhimanyu Maharana
July 23, 2026
ନିଟ୍ ରେ ସଫଳତା ପାଇଲେ ପ୍ରିୟଦର୍ଶିନୀ ବେହେରା ଷ୍ଟଡି ଟୁରରେ ଯାଇଥିଲେ ଜାପାନ
by
Proprietor Abhimanyu Maharana
July 23, 2026
ନବମୀ ଦର୍ଶନ କଲେ ଲକ୍ଷାଧିକ ଭକ୍ତ : ଆଜି ବାହୁଡା଼ ଯାତ୍ରା
by
Proprietor Abhimanyu Maharana
July 23, 2026