କର୍ପୋରେଟର ଜନା ଭାଇଙ୍କୁ ଶୁଭେଚ୍ଛା ଜଣାଇଲେ ଅଙ୍ଗନବାଡି କର୍ମୀ 

ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ (ସିଏମସି ) ୫୮ ନମ୍ବର ୱର୍ଡ଼ରରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡି କର୍ମୀ , ନୂତନ ବର୍ଷ ଉପଲକ୍ଷେ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ଜନା ଭାଇଙ୍କୁ ଫୁଲତୋଡା ଉତ୍ତରୀୟ ଦେଇ ଶୁଭେଚ୍ଛା ଅଭିନନ୍ଦନ ଜଣାଇବା ସହିତ ମିଠା ଖୁଆଇଥିଲେ ।

ପ୍ରତାପନଗରୀ, ଭାଣପୁର , ନୂଆଗଡ଼ ଆଦି ଅଙ୍ଗନ ଵାଡ଼ର ସମସ୍ତ କର୍ମୀଙ୍କୁ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ନବ ବର୍ଷର ଶୁଭେଚ୍ଛା ଜଣେଇବା ସହ ସମସ୍ତଙ୍କ ପାଇଁ ବର୍ଷଟି ଭଲରେ କଟୁ ବୋଲି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
 

Exit mobile version