ମୋହନା ସାନଖଣି ବନ ସୁରକ୍ଷା ସମିତି ପାଇଲା ରାଜ୍ୟ ସ୍ତରୀୟ ଶ୍ରେଷ୍ଟ ପୁରସ୍କାର

୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସାନଖଣି ଗ୍ରାମର ବନ ସୁରକ୍ଷା ସମିତି କୁ ରାଜ୍ୟ ସରକାର ରାଜ୍ୟ ସ୍ତରୀୟ ଶ୍ରେଷ୍ଟ ବନ ସୁରକ୍ଷା ସମିତି ଭାବେ ପୁରସ୍କୃତ କରିଛନ୍ତି ।

ପୁରସ୍କାର ବାବଦକୁ ୨୦୦୫୦ଟଙ୍କା ଚେକ୍ ଆକାରରେ ମୋହନା ରେଞ୍ଜର ଲକ୍ଷ୍ମୀ ପ୍ରସାଦ ବିଷୋୟୀ ଏକ ବୈଠକ କରି ସମିତି କର୍ମକର୍ତ୍ତା ଙ୍କୁ ପ୍ରଦାନ କରିଛନ୍ତି । ଏହି ବୈଠକରେ ବନପାଳ ଦେବାଶିଷ ଶତପଥି ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Exit mobile version