ରଣପୁର ବିଜେଡ଼ି ଦଳ ଏବେ ହୋଇଛି ଦୁଇ ଫାଳ ।
୨୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ସୁନାଖଳାର :-> ରଣପୁରରେ ବିଜୁ ଜନତା ଦଳର ୨୭ ତମ ଜୟନ୍ତୀରେ ରକ୍ତପାତ । ଏବେ ରଣପୁର ରେ ଯୁବନେତା ଓ ପୁରୁଖା ନେତା ଙ୍କୁ ନେଇ ହୋଇଛି ଦୁଇଟି ଗୋଷ୍ଠୀ । ତେବେ ପ୍ରତ୍ୟେକ ଦଳୀୟ କାର୍ଯ୍ୟକ୍ରମରେ ପଦପଦବୀ ର ଘମଣ୍ଡ ଦେଖାଇ ଯୁବ ନେତା ଙ୍କୁ ଅଲୋଡା କରି ମନ୍ ଇଚ୍ଛା ଶାସନ କରୁଥିବା ଦଳର ବରିଷ୍ଠ କର୍ମକର୍ତ୍ତା ଙ୍କ ସାଥ୍ ଦେଉଛନ୍ତି ବିଧାୟକ ।
