ବୃଦ୍ଧ ବୃଦ୍ଧାଙ୍କୁ  କମଳ ପ୍ରଦାନ କରି ଆଶୀର୍ବାଦ ସାଉଣ୍ଟିଲେ ଯୁବ ସମାସ ସେବୀ – ତ୍ରିନାଥ ବିଶ୍ଵାଳ

୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚାନ୍ଦପୁର :-> ସମାଜର ଜନମାନସରେ ବସବାସ କରୁଥିବା ମାନବଜାତିର ସେବା ଚିନ୍ତାଧାରା ରଖି ମାନବସେବା ହିଁ ମାଧବ ସେବା ଭଳି କାର୍ଯ୍ୟ କୁ ଆଗ୍ରହର ସହ ଆଦରି ନେଇଛନ୍ତି କିଛି ସମାଜ ସେବୀ । ତେବେ ଶୀତ ର ପ୍ରକୋପ ଜାଡ ଥିବାବେଳେ ଗତ ସୋମବାର ଦିନ ନୟାଗଡ଼ ଜିଲ୍ଲା କନ୍ଦନୟଗଡ ଗ୍ରାମ ପଞ୍ଚାୟତ ସମ୍ମୁଖରେ ଅନେକ ଦୁଃଖିରଙ୍କି ଏବଂ ସାତ ସହ ରୁ ଉର୍ଦ୍ଧ ଗରିବ ଶ୍ରେଣୀର

ବୃଦ୍ଧବୃଦ୍ଧା ଏବଂ ମହିଳା ମାନଙ୍କୁ  ସମାଜସେବୀ ମନୋଜ କୁମାର ଦାସ ଙ୍କ ସହାୟତାରେ କମଳ ବଣ୍ଟନ କରି ଆଶୀର୍ବାଦ ସାଉଁଟିଲେ ଯୁବ ସମାଜ ସେବୀ ତ୍ରିନାଥ ବିଶ୍ଵାଳ । ପ୍ରଶାନ୍ତ ନାୟକ ପୂର୍ବତନ ସରପଞ୍ଚ  ଅରୁଣ କୁମାର ସୁବୁଦ୍ଧି ଙ୍କ ସହଯୋଗରେ  ସନ୍ତୋଷ ନାୟକ ଯୋଗଦେଇଥିଲେ ।

Exit mobile version