ଜାତୀୟ ଉପଭୋକ୍ତା ଦିବସ 2023

୨୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :-> ନୟାଗଡ଼ ରେ ଜାତୀୟ ଉପଭୋକ୍ତା ଦିବସ ଜିଲ୍ଲାପାଳ ଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଥିଲା. ନୟାଗଡ଼ ର ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ. ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧକ୍ଷ ଇ. ଦେବାଶିଷ ପଟ୍ଟନାୟକ. ମଞ୍ଚଚିନ ଅତିଥି ମନେ ଉପସ୍ଥିତ ଥିଲେ. ଜିଲ୍ଲାପାଳ ଜନସାଧାରଣ ଙ୍କୁ ଯୋଉ ସୁବିଧା ସରକାର ଦେଉଛନ୍ତି

ସେହି ସୁଭିଧା ପାଇବା ଦରକାର. ଇ. ଦେବାଶିଷ ପଟନାୟକ ତାଙ୍କର ଅଭିଭାଷଣ ରେ କହିଥିଲେ ମୂଳ ମନ୍ତ୍ର ଆମେ ନିଜେ ଠିକ ରହିବା, ନିଜେ ନିଜକୁ ସଜାଡ଼ିବା. ଏହି ବାର୍ତା ଜଣ ସାଧାରଣରେ ଖୁସିର ବାତାବରଣ ହୋଇଛି. ନୟାଗଡ଼ ବିଧାୟକ ଦ. ଅରୁଣ କୁମାର ସାହୁ ସବୁ ଜାଗାରେ ନଥିଲେ ବି ସବୁ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରୁଛନ୍ତି.

Exit mobile version