Home ଓଡ଼ିଶା ନିଆଳି ବ୍ଳକ : ପୋଖରୀଗାଁ ରେ ବେଶ୍ ଧୁମ୍ ଧାମରେ ପାଳନ ହେଉଛି ମା ମହାଲକ୍ଷ୍ମୀ ଙ୍କ ପୂଜା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ମା’ମହାଲକ୍ଷ୍ମୀ ୧୯ ତମ ପୂଜା ଉତ୍ସବ : ମା ମହାଲକ୍ଷ୍ମୀ ପୂଜା ସମ୍ମାନ – ୨୦୨୩ ୨୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନିଆଳି :-> କଟକ ଜିଲ୍ଲା ନିଆଳି ବ୍ଳକ ଅନ୍ତର୍ଗତ ପୋଖରୀଗାଁ ଗ୍ରାମ ପଞ୍ଚାୟତ ର ପୋଖରୀଗାଁ ରେ ବେଶ୍ ଧୁମ୍ ଧାମରେ ପାଳନ ହେଉଛି ମା ମହାଲକ୍ଷ୍ମୀ ଙ୍କ ପୂଜା ଚଳିତ ବର୍ଷ ମା ମହାଲକ୍ଷ୍ମୀ ଙ୍କ ପୂଜା ମଙ୍ଗଳବାର କଳସ ଶୋଭାଯାତ୍ରା ଠାରୁ ଆରମ୍ଭ ହୋଇ ରବିବାର ଭସାଣୀ ଶୋଭାଯାତ୍ରା ପର୍ଯ୍ୟନ୍ତ ପାଳନ ହେବ ପୂଜା ଗତ ବୁଧବାର ଦିନ ମା ମହାଲକ୍ଷ୍ମୀ ଙ୍କ ପୂଜା ସମ୍ମାନ -୨୦୨୩ ପାଳନ ହେବା ଶହ କୁନି କୁନି ପିଲା ମାନଙ୍କୁ ନେଇ ନୃତ୍ୟ ପରିବେଷଣ ଶହ ଓଡ଼ିଶା ତଥା ଅନେକ ଅତିଥ୍ ମାନଙ୍କ ଶହ ଉପସ୍ଥିତ ଥିଲେ.ବ୍ୟାମକେଶ ତ୍ରିପାଠୀ ଆଡୋଭୋକେଟ୍,ଓଡିଶା ହାଇକୋର୍ଟ ଶିବସୁନ୍ଦର ସାଇଁ ଇଣ୍ଟର ନାସ୍ନାଲ୍ ହ୍ୟୁମାନ୍ ରାଇଟ୍ସ କମିଶନ,ଓଡିଶା ପ୍ରେସିଡେଣ୍ଟ କ୍ରୀଷ୍ଣା କର ସିନେ ନିର୍ଦ୍ଦେଶକ/ଅଭିନେତା ସୋନାକ୍ଷ୍ସି ସାହୁ ଓଡିଆ ସିନେ ଅଭିନେତ୍ରୀ ପ୍ରଫେସର ସୌମ୍ୟ ରଞ୍ଜନ ମିଶ୍ର ଅଭିନେତା ଓ ହସ୍ପିଟାଲ ପ୍ରଶାସକ ସିଇଓ ଚିତ୍ ରଞ୍ଜନ ସେବା ସଦନ ନିଆଳି ଓ ଗ୍ରାମ ର ହାଇସ୍କୁଲ୍ ଅବର୍ଶର ପ୍ରାପ୍ତ ଶିକ୍ଷକ ଚତିତାନନ୍ଦ୍ ବସ୍ତିଆ ଓ ପ୍ରଧାନ ଶିକ୍ଷକ ଅଶୋକ କୁମାର ସାହୁ କମିଟି ର ଅରୁଣ କୁମାର ଜେନା,କୃତିବାସ ସ୍ୱାଇଁ, ମର୍ତୁଞ୍ଜୟ ବସ୍ତିଆ ଙ୍କୁ ସମ୍ମାନିତ କରାଯାଇଥିବା ବେଳେ ମଞ୍ଚା ପରିଚାଳନା କରୁଥିଲେ ବଳରାମ ସ୍ୱାଇଁ ଓ ଆଦେଶ ବସ୍ତିଆ ଫୋଟୋଗ୍ରାଫି ରେ ଥିଲେ ମଦୁସ୍ମିତା ଷ୍ଟୁଡିଓ ସଂଜିତ୍ ପାତ୍ର ଓ ଟିମ୍ନୁତ୍ୟୁ ପରିବେଷଣ କରିଥିବା ପିଲା ମାନଙ୍କ ଭିତରୁ ପ୍ରଥମ, ଦିତିୟ, ତୃତୀୟ, ଙ୍କୁ ପ୍ରାଇଜ ଦେବା ଶହକମିଟି ର ପ୍ରେସିଡେଣ୍ଟ ସଞ୍ଜୟ ସ୍ୱାଇଁ ଙ୍କ ସମେତ ତପନ କୁମାର ନାୟକ, ସୁଶିଲ ବେହୁରା, ଅରକିତ ଜେନା,କଳ୍ପତରୁ ଦାଶ, ଗୌତମ ମହାରଣା, ବାପି ପ୍ରଧାନ, ଆଶିଷ ନାୟକ , ପ୍ରମୋଦ ଦାସ, ଭକ୍ତ ବସ୍ଥଳ ସାହୁ, ଲିଟୁ,ସିଲୁ, ପିଣ୍ଟୁ, ରିଣ୍ଟୁ , ସଂକରା, ମୁନା ପ୍ରମୁଖ ଅନେକ ବ୍ୟାକି ବିଶେଷ ଓ ଗ୍ରାମ ବାସୀ ଓ କମିଟି ସଦସ୍ୟ. Categories: ଓଡ଼ିଶା, କଟକ, ହୋମ୍ Related Content ମା' ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ by Proprietor Abhimanyu Maharana June 24, 2026 ଭୁବନେଶ୍ୱରରେ "ଉତ୍କର୍ଷ ୨୦୨୬" ଅଲ୍ ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି by Proprietor Abhimanyu Maharana June 23, 2026 FTII and NTWB (Govt. Of India) to Host "UTKARSH 2026" — All Odisha Business Summit in Bhubaneswar on 28 June 2026 by Proprietor Abhimanyu Maharana June 23, 2026 ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ by Proprietor Abhimanyu Maharana June 23, 2026 Vedanta Power Debuts on D-Street, To Expand to 12 GW by FY33 by Proprietor Abhimanyu Maharana June 23, 2026 ଡି-ଷ୍ଟ୍ରିଟ୍ରେ ବେଦାନ୍ତ ପାୱାର୍ର ପ୍ରବେଶ, ଆର୍ଥିକ ବର୍ଷ ୨୦୩୩ ସୁଦ୍ଧା ୧୨ ଜିଗାୱାଟ୍କୁ ବୃଦ୍ଧି କରିବାକୁ ଲକ୍ଷ୍ୟ by Proprietor Abhimanyu Maharana June 23, 2026