Home Uncategorized କଳିଙ୍ଗ ଭାରତୀ ବିଦ୍ୟାନିକେତନ କନ୍ଧନୟ।ଗଡ ମାଟି ପାଇଁ ଗୌରବ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଭାରତ ସ୍କାଉଟ ଓ ଗାଇଡ ଓଡ଼ିଶା ଦ୍ଦ୍ୱାର ଆୟୋଜିତ ପ୍ରାଦେଶିକ ସ୍ତରରେ ତା ୧୧/୧୨/୨୩ ରିଖ ଠାରୁ ତା ୧୫/୧୨/୨୩ ପର୍ଯ୍ୟନ୍ତ ୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :-> ଭୁବନେଶ୍ୱରରେ ହୋଇଥିବା କବ ବୁଲବୁଲ ଉତ୍ସବ ରେ କଳିଙ୍ଗ ଭାରତୀ ବିଦ୍ୟାନିକେତନ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ପ୍ରାଦେଶିକ ସ୍ତରରେ ହୋଇଥିବା ଚିତ୍ରାଙ୍କନ,ବର୍ଜ୍ୟବସ୍ତୁ ରୁ ସାମଗ୍ରୀ ପ୍ରସ୍ତୁତି, ମାଟିରୁ ମୂର୍ତ୍ତି, ରଙ୍ଗୋଲି , କୌତିକିଆ ପୋଷାକ, ବକ୍ତୃତା ଓ ମଡେଲ ଶୋ ରେ ଭାଗ ନେଇ ସମସ୍ତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଗୋଲ୍ଡ ମେଡାଲ ପାଇଥିବା ସ୍ଥଳେ ବାପା ତୁମେ ରାଗିଗଲ କ୍ଷୁଦ୍ର ନାଟକ ପ୍ରଦର୍ଶିତ କରି ପ୍ରାଦେଶିକ ସ୍ତରରେ ପ୍ରଥମ ସ୍ଥାନ ଓ ମିନ।ବଜ।ର କାର୍ଯ୍ୟକ୍ରମରେ ପ୍ରାଦେଶିକ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଅଞ୍ଚଳ ପାଇଁ ଗୌରବ ଆଣି ପାରିଛି । ଶୁଭସ୍ମିତା, ଅନ୍ନପୂର୍ଣ୍ଣା, ବର୍ଷା, ସଂଗୀତା, ଶୁଭଲକ୍ଷ୍ମି, ବିଧୁସ୍ମିତା, ରିଶିପ୍ତା , ସ୍ୱୋୟଂସାଇ, ଓମ ପ୍ରକାଶ, ଓମ ପ୍ରକାଶ ରାୟସିଂହ, ସୂର୍ଯ୍ୟ , ସୂର୍ଯ୍ୟକାନ୍ତ, ସାଇ ପ୍ରସାଦ , ସାଇ ପ୍ରକାଶ, ସମୀର ,ସୋୟମ ପ୍ରତୀକ , ବିଶାଳ କବ୍ ବୁଲବୁଲ ପିଲାମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ସବୁଠାରୁ ରୋମାଞ୍ଚକର ଶିବ ତାଣ୍ଡବ ନୃତ୍ୟ ପିଲାମାନଙ୍କ ଦ୍ଵାରା ପରିବେଷଣ କରି ଆମ ବିଦ୍ୟାଳୟ ପ୍ରଶଂସିତ ହୋଇପାରିଥିଲା । ବିଦ୍ୟାଳୟର ସମ୍ପାଦକ ତଥା cub Master ବିରେନ୍ଦ୍ର ସାହୁ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ସହଯୋଗ କରିଥିଲେ । Categories: Uncategorized, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026 ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ by Proprietor Abhimanyu Maharana September 10, 2026 ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ by Proprietor Abhimanyu Maharana September 10, 2026