
୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚମ୍ପୁଆ :-> ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋଡା ପୌରପାଳିକାରେ #ନୂଆ-ଓ *ଯୁବ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ,ଫୁଟବଲ,କବାଡି ଏବଂ ଭଲିବଲ ଖେଳର ଶୁଭାରମ୍ଭ ହୋଇଯାଇଛି । ଉକ୍ତ କ୍ରୀଡା ଉତ୍ସବରେ ସ୍ଥାନୀୟ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଖେଳାଳୀ ମାନଙ୍କର ଉତ୍ସାହ ବଢାଇଥିଲେ ଏବଂ ତାଙ୍କର ଶତପ୍ରତିଶତ ଦେଇ ଖେଳିବାକୁ ପରାମର୍ଶ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁବେଳେ ପ୍ରତ୍ୟେକ ଖେଳକୁଗୁରୁତ୍ବ ଦେଇ ଆସୁଛନ୍ତି ଏବଂ ଖେଳରୁ ଅଦୃଶ୍ୟ ହୋଇଯାଉଥିବା ପ୍ରତିଭା ସଂପନ୍ନ ଖେଳାଳୀଙ୍କୁ ଖୋଜି ବାହାର କରିବା ହେଉଛି ଆମ ସରକାରଙ୍କ ମୁଳ ଉଦେଶ୍ୟ ବୋଲି ବିଧାୟିକା ଶ୍ରୀମତି ମହାନ୍ତ

