ଓଡିଶା ତାଜା ନ୍ୟୁଜ୍ (୧୯ ଜୁଲାଇ ୨୦୨୦ ରବିବାର) କନ୍ଧମାଳ ଜିଲ୍ଲା :- କନ୍ଧମାଳ ଜିଲ୍ଲାର ନୂତନ ଏସପି ଭାବେ ଭିନିତ୍ ଅଗ୍ରୱାଲ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବତନ ଏସପି ପ୍ରତୀକ ସିଂଙ୍କ ଠାରୁ ଦାୟିତ୍ୱ ନେଇଛନ୍ତି । ଶ୍ରୀ ଅଗ୍ରୱାଲ ଏହା ପୂର୍ବରୁ ନୂଆପଡ଼ା ଏସପି ଭାବେ ଦାୟିତ୍ୱରେ ଥିଲେ ।
କନ୍ଧମାଳ ଜିଲ୍ଲାର ନୂତନ ଏସପି ଭାବେ ଭିନିତ୍ ଅଗ୍ରୱାଲ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି ।

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ
by
Proprietor Abhimanyu Maharana
May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ
by
Proprietor Abhimanyu Maharana
May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ
by
Proprietor Abhimanyu Maharana
May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ
by
Proprietor Abhimanyu Maharana
May 11, 2026
ବଙ୍ଗୋମୁଣ୍ଡା ସାମ୍ବାଦିକ ଭବନ ପାଇଁ ଭୂମି ପୂଜନ କଲେ ବିଧାୟକ - ଲକ୍ଷ୍ମଣ ବାଗ
by
Proprietor Abhimanyu Maharana
May 11, 2026
ତୁରେକେଲା ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
May 11, 2026