Home ଓଡ଼ିଶା ଖଜୁରୀପଡା ବ୍ଲକ ରେ ହାର୍ପିକ ସ୍କୁଲ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ -> ଆମର ଜ୍ୟୋତି ଯୁବକ ସଙ୍ଘ ଓ ରେକୀଟ ଇଣ୍ଡିଆ ର ମିଳିତ ସହଯୋଗ ରେ ଖଜୁରୀ ପଡ଼ା ବ୍ଲକ ରେ ହାର୍ପିକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ କନ୍ଧମାଳ ଜ଼ିଲ୍ଲା ରେ ପ୍ରାୟ 200 ଟି ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ପୂର୍ଣ୍ଣ ମାସି ଯାନୀ ଏଂବ ସଂମ୍ମାନିତ ଅତିଥି ଭାବେ ଖଜୁରୀ ପଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବିନୋଦ ବିହାରୀ ଦିଗାଲ ଯୋଗ ଦେଇଥିଲେ l ଏହି ସ୍ୱଚ୍ଛତା ପ୍ରଶିକ୍ଷଣ ଦୁଇ ଦିନ ଧରି ଚାଲିଥିଲା l ଯେଉଁ ଥିରେ ଖଜୁରୀ ପଡ଼ା ବ୍ଲକ ର ଶିକ୍ଷକ, ଶିକ୍ଷୟତ୍ରୀ ଏଂବ ଆଞ୍ଚଳିକ ସାଧନ କେନ୍ଦ୍ର ର ସଂଯୋଜକ ମାନେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ କୁ ଅମର ଜ୍ୟୋତି ଯୁବକ ସଙ୍ଘ ର ଜ଼ିଲ୍ଲା ସଂଯୋଜକ ବର୍ଷା ରାଣୀ ସ୍ୱାଇଁ ପରିଚାଳନା କରିଥିଲେ l ଛାତ୍ର, ଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ସ୍ୱଚ୍ଛତା, ପାରିଛର୍ଣ୍ଣତା ଓ ସ୍ୱାସ୍ଥ୍ୟ ସମ୍ବଦ୍ଧିୟ ବିଷୟରେ ବ୍ୟବହାର ହାରିକି ଜ୍ଞାନ ବୃଦ୍ଧି ପାଇଥିବା ଦେଖିବା କୁ ମିଳିଥିଲା l ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଧେଶ୍ୟ ଏଥିରେ 50 ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ କେତେକ କୀଟାଣୁ ଓ 3ଡ଼ି କୀଟ ଶୌଚାଳୟ ବିଷୟରେ କୀଟ ମାଧ୍ୟମରେ ତାଲିମ୍ ପ୍ରଦାନ କରାଯାଇଛି l ଅମର ଜ୍ୟୋତି ଯୁବକ ସଙ୍ଘ ତରଫରୁ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ତାଲିମ୍ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଶେଷରେ ପ୍ରିୟଙ୍କା ଜେନା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ସମସ୍ତଙ୍କୁ ଅମର ଜ୍ୟୋତି ଯୁବକ ସଙ୍ଘ ତରଫରୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ସାଙ୍ଗ କରିଥିଲେ l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026