୧୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ଭଞ୍ଜ ନଗରରୁ ଭୁବେନେଶ୍ୱର କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ରଣପୁର ପୋଲିସ୍। ପୋଲିସ୍ ସୂଚନା ମୁତାବକ ରଣପୁର କୋଟାଗଡ଼ ଘାଟି ନିକଟରେ ଚଢ଼ାଉ କରି ଜବତ କଲା ଗଞ୍ଜେଇ। ଗୋଟିଏ ଟାଟା ଟିଆଗୋ କାର ସହ ୪୧1କେଜି ଗଞ୍ଜେଇ ଜବତ କରିଚି ରଣପୁର ପୋଲିସ।
