ମାନସିକ ସ୍ଵାସ୍ଥ୍ୟ ସଚେତନତା ଶିବିର

୧୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ :- ବଡପଣ୍ଡୁସର ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ମାନସିକ ସ୍ଵାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ପୁଷ୍ପା ନିଳୀମା ଲାକରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବ୍ଲକର ବିଭିନ୍ନ ଅଚଳରୁ 63 ଜଣ ମାନସିକ ରୋଗୀ ଯୋଗ ଦେଇଥିଲେ।

ସେମାନଙ୍କର ପରାମଶ କରାଇ ପରୀକ୍ଷା କରାଯାଇଥିଲା ଓ ଔଷଧ ବଣ୍ଟନ କରାଯାଇଥିଲା ଉକ୍ତ ଶିବିରରେ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଭାରପାପ୍ତ ଅଧିକାରୀ ଡ଼ାକ୍ତର ଲୋରେଲ ସାହୁ, Psychiatric specialist Dr Sabita Barad, ବ୍ଲକ କାଯ୍ୟକ୍ରମ ପରିଚଳିକା ନିବେଦିତା ପ୍ରଧାନ, ଦୀପକ ଦଳବେହେରା,ସନ୍ତୋଷ ନାୟକ,ଦେବପ୍ରସାଦ ମିଶ୍ର,ପ୍ରମୁକ ଯୋଗ ଦେଇଥିଲେ। ସୁରେନ୍ଦ୍ର ପ୍ରଧାନ ଓ ପ୍ରଭାକର ପଳେଇ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

Exit mobile version