ପ୍ରେମ ରାୱତ୍‌, ବିଶ୍ୱପ୍ରସିଦ୍ଧ ଶିକ୍ଷକ ଏବଂ ଲେଖକ ଆଉ ଏକ ଗିନି୍ ୱାର୍ଲଡ୍ ରେକଡ୍ କଲେ

ଗୋଟିଏ ସମ୍ବେଧନରେ ସବୁଠାରୁ ବଡ ସଭା

୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :->  ଗୟା : ଭାରତ : ୨୬ ନଭେମ୍ବର , ୨୦୨୩କୁ ପ୍ରେମ୍ ରାୱତ୍ ଜୀବନର ମୂଲ୍ୟକୁ ବୁଝିବା ଏବଂ ନିଜକୁ ନିଜେ ଜାଣିବା ବିଷୟରେ ଲୋକଙ୍କୁ ସମ୍ବୋଧିତ କଲେ । ଯେଉଁଥିରେ ୩, ୨୫,୬୦୩ ଦର୍ଶକ ଗୋଟିଏ ସ୍ଥାନରେ, ଗୋଟିଏ ସଭାରେ ସବୁଠାରୁ ବଡ ଉପସ୍ଥିତି ପାଇଁ ଗୋଟିଏ ନୂଆ ବିଶ୍ୱରେକର୍ଡ କଲେ । ପ୍ରେମ୍ ରାୱତ୍ ବୁଦ୍ଧଗୟାର ଓøରା ଗାଁରେ ଅର୍ର୍ପୂା ରାଇସ୍ ମିଲ୍‌ର ପାଖରେ ରାଜବିଦ୍ୟା କେନ୍ଦ୍ର ଦ୍ୱାରା ଆୟୋଜିତ ବିଶ୍ୱର ସବୁଠାରୁ ବଡ ସଭାରେ ଲୋକଙ୍କୁ ସମ୍ବୋଧିତ କଲେ । ସେ ଗୋଟିଏ ଘାରୁ ମଧ୍ୟ ଅଧିକ ସମୟର ଏହି ସମ୍ବୋଧନ କଲେ ।

ଏହି କାର୍ଯ୍ୟକ୍ରମ ସମ୍ମାନିତ ବ୍ୟକ୍ତି । ବୁଦ୍ଧିଜିବୀ ଗଣମାଧ୍ୟମ, ଛାତ୍ର ଏବଂ ଜୀବନର ସବୁ କ୍ଷେତ୍ରସହ ଜଡିତ ବ୍ୟକ୍ତି ଭାଗନେଲେ, ଯିଏ ୨୬ ତାରିଖର ସକାଳୁ ଆସିବା ଆରମ୍ଭ ହୋଇଯାଇଥିଲେ । ପ୍ରେମଙ୍କର ରେକର୍ଡକୁ ଗିନିଜ୍ ୱାଲର୍ଡ ରେକର୍ଡର ର୍ନିାୟକ ଶ୍ରୀ ସ୍ୱପ୍ନିଲ ଇଂଗରିକର ଏବଂ ପ୍ରବୀଣ ପଟେଲ୍ ଏବଂ ବିଷୟବସ୍ତୁର ବିଶେଷଜ୍ଞଙ୍କ ଉପସ୍ଥିତିରେ ମଂଚ ଉପରେ ସ୍ୱୀକାର କଲେ । ଗିନିଜ୍ ୱାଲର୍ଡ ରେକଡ ଟିମ୍ ଏହାକୁ ଗୋଟିଏ ସମ୍ବୋଧନରେ ସବୁଠାରୁ ବଡ ଉପସ୍ଥିତିର ରେକର୍ଡ ରୂପରେ ସ୍ଥାନ ମିଳିଲା । ଅଧିକାରୀଙ୍କ ଅନୁସାରେ ଭାରତର ବିହାରର ଗୟାରେ ୩୭୫, ୬୦୩ ଲୋକଙ୍କ ଦ୍ୱାରା ଶୁଣିବାର ଗୋଟିଏ ନୂଆ ରେକର୍ଡ ହେଲା ।

ନିଜର ବକ୍ତବ୍ୟ ବେଳେ ସେ ଆଜି ଆମେ ଯେଉଁ ଦୁନିଆରେ ରହୁଛେ ସେଥିରେ ନିଜକୁ ନିଜେ ଜାଣିବାର ମହତ୍ୱ ବିଷୟରେ କହିଲେ । ସେ କହିଲେ କୌଣସି ଅନ୍ୟ ଜିନିଷରୁ ଅଧିକ ନିଜକୁ ନିଜେ ଜାଣ । ସେ ଆଉ ମଧ୍ୟ କହିଲେ କି ଅଜ୍ଞାନତା ଭ୍ରମ ସୃଷ୍ଟି କରିଥାଏ, ଯେବେ କି ଜ୍ଞାନ ସନ୍ତୁଷ୍ଟି ଏବଂ ସନ୍ତୁଷ୍ଟତାର ଭାବନା ସୃଷ୍ଟି କରିଥାଏ । ନିଜକୁ ନିଜେ ବୁଝିବାର ପଛରେ ଗୋଟିଏ ଅନ୍ୟ ପ୍ରମୁଖ ଉଶ୍ୟେ ଏହା ଅଛି କି ଜୀବନରେ ଆମର ନିୟନ୍ତ୍ରଣ କେବଳ ନିଜ ଉପରେ ରହିଥାଏ ଆଉ ଏହା ଆମର ଜୀବନରେ ଆମର ଖୁସି ଏବଂ ଶାନ୍ତିକୁ ନିର୍ଦ୍ଧାରିତ କରିଥାଏ ।

ଏଥିପାଇଁ, ଜୀବନ ଯାତ୍ରାରେ ନିଜକୁ ନିଜେ ଜାଣିବା ଆମକୁ ଡ୍ରାଭରର ସିଟ୍‌ରେ ରଖିଥାଏ । ପ୍ରେମ୍ ଆମକୁ କହିଲେ କି ଏଥିରେ କୌଣସି ଫରକ ପଡିନଥାଏ କି ଆମେ ଭଗବାନଙ୍କୁ ବିଶ୍ୱାସ କରୁଛୁ ନା ନାହିଁ । ପ୍ରତ୍ୟେକ ବିଚାର, ଧାରଣା ଏବଂ ବିଶ୍ୱାସ ପରେ, ଆମ ପାଖରେ ଏହି ଜୀବନ ଅଛି । ଆମେ ଦେଖିବା ଯୋଗ୍ୟ ଏହି ବ୍ରହ୍ମାକୁ ଦେଖି ପାରିବା ଏବଂ ଏହା ସ୍ପଷ୍ଟ ଅଟେ । ପ୍ରକୃତିରେ ଗୋଟିଏ ଶକ୍ତି ସବୁକିଛି ତିଆରି କରିଛି ଏବଂ ଏହି ଶକ୍ତି ସୃଷ୍ଟିକୁ ଚଲାଉଅଛି । ଆମେ ଏହାର ବିଶାଳ ଆକରକୁ ଜାଣିପାରିବା ନାହିଁ । ଯଦି ଆମେ ନିଜେ ନିଜକୁ ଜାଣିଯିବା ଯାହା ଏହି ସୃଷ୍ଟିର ହିଁ ଗୋଟିଏ ଅଂଶ । ତେବେ ଏହା ସେହି ଅନନ୍ତକୁ ବୁଝିବା ସଙ୍ଗେ ସମାନ ।

ସେ ଗୋଟିଏ ଉଦାହରଣ ଦେଲେ କି ଯଦି ଆମେ ସମୁଦ୍ରର ସ୍ୱାଦ ଚାଖିବା ପାଇଁ ଚାହାଁନ୍ତି, ତେବେ ଆମେ ତାହାର ସବୁ ପାଣି ପିଇପାରିବା ନାହିଁ, କିନ୍ତୁ ଗୋଟିଏ ବୁନ୍ଦାର ସ୍ୱାଦ ନବା ସେତିକି ପ୍ରମାଣିତ ଯେପରିକି ପୁରା ସମୁଦ୍ରର ସ୍ୱାଦ ନବା । ଆମେ ସେହି ଅନନ୍ତ ଶକ୍ତିର ସେହି ବୁନ୍ଦା ଯିଏ ସବୁକିଛି ତିଆରି କରିଛି । ସେଥିପାଇଁ ତାକୁ ଜାଣିବା ଏବଂ ବୁଝିବା ସର୍ବୋଚ୍ଚ ଜ୍ଞାନ ଅଟେ ।
ଉଲ୍ଲେଖନୀୟ ଭାବରେ, ଏପରି ଗୁଢ଼ ସନ୍ଦେଶ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା ଏବଂ ଏପରି ଲାଗିଲା ଯେପରି ଗୟା ସହର ଗୋଟିଏ ଅଲୌକିକ ଶାନ୍ତି ସହିତ ଜୀବିତ ହୋଇଗଲା । ଗୟା – ଏକ ଏପରି ସହର ଯିଏ ପବିତ୍ର ନଦୀ ଫାଲ୍‌ଗୁର ନିକଟରେ ଉପସ୍ଥିତ ଅଛି ଏବଂ ଏହାର ର୍ବନା ରାମାୟଣ ଏବଂ ମହାଭାରତର ହିନ୍ଦୁ ମହାକାବ୍ୟରେ କରାଯାଇଛି ।

Exit mobile version