ରାଜ୍ୟ ଯକ୍ଷ୍ମା ଅଧିକାରୀଙ୍କ ସ୍ଵାସ୍ଥ୍ୟ ଆରେଗ୍ୟ କେନ୍ଦ୍ର ପରିଦର୍ଶନ

୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖଣ୍ଡପଡ଼ା :-> ରାଜ୍ୟ ଯକ୍ଷ୍ମା ବିଭାଗ Medical Officer ଡ଼ାକ୍ତର ବୀଣାପାଣି ନଦ ଭାପୁର, ଖଣ୍ଡପଡ଼ା ବ୍ଲକ ର ସ୍ଵାସ୍ଥ୍ୟ ଆରେଗ୍ୟ କେନ୍ଦ୍ର ଗସ୍ତରେ ଆସି ପରିଦର୍ଶନ ତାପରେ ସମୀକ୍ଷା କରିଥିଲେ । ସମସ୍ତ ଆରେଗ୍ୟ କେନ୍ଦ୍ରରେ ଔଷଧ ଠିକିରେ ରୋଗୀମାନଙ୍କୁ ଦିଆଯାଉଛି କି ନାହି ଓ ରୋଗୀ ନିୟମିତ ଔଷଧ ସେବନ କରୁଛନ୍ତିକି ନାହିଁ ସେ ସମ୍ପର୍କରେ ସ୍ଵାସ୍ଥ୍ୟ ଅଧିକାରୀଙ୍କ ଠାରୁ ବୁଝିଥିଲେ ।

ଏଥି ସହିତ ଯକ୍ଷ୍ମା ରୋଗୀ ଙ୍କ ସହିତ ସାକ୍ଷାତ କରି ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ । ତାଙ୍କ ସହିତ ଜିଲ୍ଲା ଯକ୍ଷ୍ମା ଅଧିକାରୀ Dr Sarat Kumar Dash.ଜିଲ୍ଲା ସଯେଜକ Rudra Jena, ବରିଷ୍ଟ ଚିକିତ୍ସା ତଦାରଖକାରି Debashish kar ,Tapan Panda .HQ STLS Ashutosh Samantasinghar. ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ.

Exit mobile version