କଟକ ନଗର ବିଜେପି ପକ୍ଷରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

୧୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ସୋମବାର ଅପରାହ୍ନରେ କଟକ ନଗର ଜିଲ୍ଲା ବିଜେପି ପକ୍ଷରୁ କଟକ ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ଓ ସଦର ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ୱରେ କଟକ ସଦର ଉପ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ, ନବୀନ ସରକାରର ଶଙ୍ଖ ଖୋଳପା ଭିତରେ କଂଗ୍ରେସର ଦୁର୍ନୀତି ଗ୍ରସ୍ତ ମଦ ମାଫିଆଙ୍କୁ ଅନୁକମ୍ପା କାରଣରୁ ରାଜ୍ୟ ସଭା ସାଂସଦ ଧୀରାଜ ସାହୁଙ୍କ ଘରୁ ମିଳିଥିବା ବିପୁଳ ପରିମାଣର ବେନାମୀ କଳା ଟଙ୍କା ଏବଂ ଏହା ସହିତ ରାଜ୍ୟ ବିଜୁ ଜନତା ଦଳ ସରକାରଙ୍କ ଲିଙ୍କ ବିରୁଦ୍ଧରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ବିଜେପି ଦଳର ନେତାମାନେ ନବୀନ ପଟ୍ଟନାୟକ ସରକାରଙ୍କୁ ଦାୟିକରିବା ସହିତ, ଏହି ଘଟଣାରେ ସମ୍ପୃକ୍ତ ରାଜ୍ୟ ପ୍ରଶାସନ ଓ ଶାସନରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଥିଲେ. । ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ସାଂସଦ ଧୀରାଜ ସାହୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।

ବିଜେପିର ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ଦିଲ୍ଲୀପ ମଲ୍ଲିକ,ବିନୋଦ ଦାସ,ମୃତ୍ୟୁଞ୍ଜୟ ଜେନା,ହୃଷିକେଶ ଜେନା ,ରାମ ନାରାୟଣ ମହାନ୍ତି, ପ୍ରଦୀପ ପଟ୍ଟନାୟକ,ଗୀତା ଦାସ,ସିକନ୍ଦର ଅଲ୍ଲୀ, ସୁକାନ୍ତ ବିଶ୍ୱାଳ , ରଶ୍ମିରେଖା ଦାସ,ଜ୍ଞାନରଞ୍ଜନ ସ୍ୱାଇଁ, ପ୍ରବୋଧ ବଡ଼ପଣ୍ଡା,କଳ୍ପନା ପଟ୍ଟନାୟକ,ଜୀବନ ଜ୍ୟୋତି ଦାସ,କର୍ପୋରେଟର ଗୋପାଳ ବେହେରା, ଗଗନ ଓଝା ଓ ଦୀପକ ଦାସ,ଦେବାଶିଷ ରା଼ୟ,ଆଲୋକ ମହାନ୍ତି,

ସୁଶାନ୍ତ ମହାନ୍ତି,ପ୍ରଦୀପ ବେହେରା,ଇଂ ପ୍ରକାଶ ସେଠି,ବିଶ୍ୱରଂଜନ ମିଶ୍ର, ବିବେକାନନ୍ଦ ନାୟକ, ଭାଗିରଥି ଦଳେଇ, କ୍ଷୀରୋଦ ଦଳେଇ, କୀର୍ତ୍ତି ପଟ୍ଟନାୟକ,ପ୍ରବୀଣା ମହାପାତ୍ର,କୃଷ୍ଣଚନ୍ଦ୍ର ମହାପାତ୍ର,ହରିଚନ୍ଦନ ନାୟକ,ରତନ ମହାନ୍ତି,ପ୍ରମୋଦ ସାହୁ, କବିରଞ୍ଜନ ମହାନ୍ତି, ନିରଞ୍ଜନ ବେହେରା, ଦିଲ୍ଲୀପ କୁମାର ସାହୁ, ନମିତା ମିଶ୍ର,

ପ୍ରମୋଦ ଓଝା,ସତ୍ୟ ମିଶ୍ର ,ସଂଗ୍ରାମ ସିଂ,ବିଶ୍ୱଜିତ ପ୍ରଧାନ,ଅଂଶୁମାନ ମିଶ୍ର, ଶିବ ନାରାୟଣ ନାୟକ, ଦାସରଥୀ ବେହେରା, ସୌମେନ୍ଦ୍ର ପଲେଇ, ଚିରଞ୍ଜୀବ ଖଣ୍ଡାୟତ ରା଼ୟ, ଛବିନା ବେହେରା, ଦୀପକ କାହାଳୀ,ବିନୀତ ରଞ୍ଜନ ବିଶ୍ୱାଳ, ରିଜ଼ୱାନ ଶକିଲ , ପ୍ରଶାନ୍ତ ହୋତା,ପୌର୍ଣ୍ଣମାସି ମହାପାତ୍ର,ରାଜେଶ ସିଂ,

ଅନୁପମ ଦାସ,ବିରଜା ରାଉତ, ସ୍ମୃତି ରଞ୍ଜନ ମହାନ୍ତି, ଧନେଶ୍ୱର ନାୟକ, ବିଜୟ ଲକ୍ଷ୍ମୀ ଦାସ,କଲ୍ୟାଣୀ ମହଲା, ଦେବାଶିଷ ଦାସ,ତାପସ ନାୟକ,ପ୍ରଭାସ ରାଉତ, ବୈରାଗୀ ପ୍ରଧାନ, ଅଭୟ ସ୍ୱାଇଁ, ନିର୍ମଳ ଦାସ, ମହମ୍ମଦ ସବିର, ମୁସ୍ତାକିମ, ସଦାନନ୍ଦ ବିଶ୍ୱାଳ,ସୋନିଆ ଶର୍ମା, ମାମିନା ମହାନ୍ତି, ସତ୍ୟଜିତ ମହଲା,ଧୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ.।

Exit mobile version