ଦୁଇ ଦିନଧରି ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପଦର୍ଶନୀ ଅନୁଷ୍ଠିତ ହଉଅଛି

୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :-> ନୟାଗଡ଼ ବ୍ରଜେନ୍ଦ୍ର ସରକାରୀ ଉଚ ବିଦ୍ୟାଳୟ ଠାରେ ନୟାଗଡ଼ ଜିଲ୍ଲାର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକର୍ମୀ ବୃନ୍ଦ ଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ କରାଯାଇଛି. 11.12.2023 ରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ, ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁ, ମୁଖ୍ୟ ଅତିଥି ସତ୍ୟନାରାୟଣ ପ୍ରଧାନ, ମୁଖ୍ୟବକ୍ତା ଡ଼. କମଳାକାନ୍ତ ଜେନା,

ସନ୍ମାନିୟ ଅତିଥି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡା ବିଧାୟକ ସମ୍ୟରଞ୍ଜନ ପଟ୍ଟନାୟକ,ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରପାଳିକା ଅଧକ୍ଷା ନିରୁପମା ଖଟେଇ, ପଂଚାୟତ ସମିତି ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ ରାମେଶ୍ୱର ଶତପଥି, ପ୍ରଧାନ ଶିକ୍ଷକ ରମାକାନ୍ତ ସେଠି ଙ୍କ ସମେତ ସନ୍ମାନିୟ ଅତିଥି ଉପସ୍ଥିତ ରହିଥିଲେ.

ଆସନ୍ତା କାଲି :-

12.12.2023 ରିଖରେ ମୁଖ୍ୟ ଅତିଥି ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ସନ୍ମାନିୟ ଅତିଥି  ଦେବାଶିଷ ପଟ୍ଟନାୟକ, ଆରକ୍ଷୀ ଅଧିକ୍ଷକ ରାହୁଲ ଜୟନ, ଜିଲ୍ଲା ପରିଷଦ ସଭ୍ୟ ସୁବାଷ କଅଁର, ଖିରୋଦ କୁମାର ମହାପାତ୍ର, ଆଶିଷ ଅଗ୍ରୱାଲ, ସରୋଜ କୁମାର ରଣସୀଙ୍ଗ, ରାଜଶ୍ରୀ ପଟ୍ଟନାୟକ ଙ୍କ ସମେତ ଅନ୍ୟାନ ଅଧିକାରୀ ଉପସ୍ଥିତ ରହିବେ ଏହି ସୂଚନା ମିଳିଛି.

Exit mobile version