ଓଡିଶା ତାଜା ନ୍ୟୁଜ୍ (୧୭ ଜୁଲାଇ ୨୦୨୦ ଶୁକ୍ରବାର) ପାରଳାଖେମୁଣ୍ଡି :- ସିବିଏସ୍ଇ ୧୦ମ ଶ୍ରେଣୀ ପରୀକ୍ଷାରେ ପାରଳାଖେମୁଣ୍ଡି ସହର ସ୍ଥିତସେଞ୍ଚୁରିୟନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପୁଣି ଏକ ସଫଳତା ମିଳିଛି । ଗତକାଲି ପ୍ରକାଶିତ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳରେ ଜନ୍ମଞ୍ଜୟ ସାହୁ ୯୬.୮ ପ୍ରତିଶତ, ସମ୍ୟକ ରଂଜନ ଆପଟ ୯୫.୬ ପ୍ରତିଶତ, ମୃତ୍ୟୁଞ୍ଜୟ ସାହୁ ୯୫.୪ ପ୍ରତିଶତ, ବିବେକ ପାତ୍ର ୯୩.୬, ସ୍ରାବ୍ୟାଶ୍ରୀ ୯୩.୬ ପ୍ରତିଶତ, ଦେବଶ୍ରୀ ୯୩.୪, ସ୍ୱାତୀସ୍ମୃରିତା ୯୩ ପ୍ରତିଶତ ନମ୍ବର ରଖି ସଫଳତା ହାସଲ କରିଛନ୍ତି । ସେହିପରି ୧୭ଜଣ ବିଦ୍ୟାର୍ଥୀ ୯୦ଶତକଡା ପ୍ରତିଶତରୁ ଉର୍ଦ୍ଧ ନମ୍ବର ୩୩ଜଣ ବିଦ୍ୟାର୍ଥୀ ୮୦ଶତକଡାରୁ ଉର୍ଦ୍ଧ ନମ୍ବର ରଖିଛନ୍ତି । ପ୍ରଥମ ଶ୍ରେଣୀରେ ୧୦୨ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଷୟ ଅନୁସାରେ ଜନ୍ମଞ୍ଜୟ ଗଣିତରେ ସର୍ବାଧିକ ଶତପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । କ୍ରମାଗତ ସଫଳତାପାଇଁ ବିଶ୍ୱ ବିଦ୍ୟାଳୟର ଉପସଭାପତି ପ୍ରଫେସର ଡି.ଏନ୍.ରାଓ, ଅଧ୍ୟକ୍ଷା ସୁନୀତା ପାଣିଗ୍ରାହୀ, ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର, ନିର୍ଦ୍ଦେଶିକା ଏନ୍.କାଲାପୂର୍ଣ୍ଣା ଏବଂ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ଏହି ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । (ରିପୋର୍ଟ -ଗରୁଡ଼ ଧ୍ଵଜ ଚୌଧୁରୀ )
ସିବିଏସଇ ୧୦ ଶ୍ରେଣୀ ପରୀକ୍ଷାରେ ସେଞ୍ଚୁରିଆନ ପବ୍ଲିକ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ବଡ଼ ସଫଳତା

- Categories: Uncategorized, ଓଡ଼ିଶା, ଦେଶ, ଶିକ୍ଷା ଓ ନିଯୁକ୍ତି, ହୋମ୍
Related Content
ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ
by
Proprietor Abhimanyu Maharana
August 3, 2026
ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ
by
Proprietor Abhimanyu Maharana
August 3, 2026
ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ
by
Proprietor Abhimanyu Maharana
August 3, 2026
ଜ୍ଞାନ ବିଜ୍ଞାନ ମେଳା
by
Proprietor Abhimanyu Maharana
August 3, 2026
ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ
by
Proprietor Abhimanyu Maharana
August 3, 2026
TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING
by
Proprietor Abhimanyu Maharana
August 3, 2026