ଓଡିଶା ତାଜା ନ୍ୟୁଜ୍ (୧୭ ଜୁଲାଇ ୨୦୨୦ ଶୁକ୍ରବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ଥାନା ମହିପୁର ଫାଣ୍ଡିରେ ନୂତନ ଅଧିକାରୀ ଭାବେ ଯୋଗଦେଇ ଦାୟିତ୍ଵ ଗ୍ରହଣ କରିଛନ୍ତି ସବ୍ ଇନ୍ସପେକ୍ଟର ରମେଶ କୁମାର ଦେବତା । ଏହା ପୂର୍ବରୁ ସେ ମାଓ ପ୍ରବଣ ଅଞ୍ଚଳ କୋରାପୁଟ ଜିଲ୍ଲା ପାଡୁଆ ଥାନାରେ କାର୍ଯ୍ୟକରି ବହୁ ଅପରାଧୀ ଙ୍କୁ ଧରି ଗିରଫ କରିବା ସହ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଓ ଜନସାଧାରଣ ଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରି ସଫଳତା ହାସଲ କରିଥିଲେ ।ଜନସାଧାରଣ ଙ୍କୁ ସୁରକ୍ଷା ଦେବା ସହ କରୋ ନା ନୀତି ନିୟମ ପାଳନ କିପରି ଲୋକମାନେ କରିବେ ଏବଂ ଲୋକମାନଙ୍କୁ ସଦା ସର୍ବଦା ସାହାଯ୍ୟ କରିବେ ବୋଲି ନୂତନ ଭାବେ ଯୋଗ ଦେଇଥିବା ନୂତନ ଅଧିକାରୀ ରମେଶ କୁମାର ଦେବତା କହିଛନ୍ତି । (ରିପୋର୍ଟ – ସୁବ୍ରତ ପରିଡ଼ା)
ମହିପୁର ଫାଣ୍ଡି ଦାୟିତ୍ଵ ଗ୍ରହଣ କଲେ ନୂତନ ଅଧିକାରୀ

- Categories: Uncategorized, ଓଡ଼ିଶା, ଦେଶ, ନୟାଗଡ଼ ନିଉଜ୍, ଶିକ୍ଷା ଓ ନିଯୁକ୍ତି, ହୋମ୍
Related Content
ବାଇକ୍ ଦୁର୍ଘଟଣାରେ ଖେଳ ଶିକ୍ଷକଙ୍କ ମୃତ୍ୟୁ, ପରିବାର ଲୋକଙ୍କ ହତ୍ୟା ସନ୍ଦେହ
by
Proprietor Abhimanyu Maharana
November 11, 2026
ହାଇଦ୍ରାବାଦରେ ଇଟାଭାଟିରେ ଜଳିଗଲେ ଦାଦନ ଶ୍ରମିକ ଜଗନ୍ନାଥ
by
Proprietor Abhimanyu Maharana
November 11, 2026
ବେଲପଡ଼ାରେ ସାମ୍ବାଦିକଙ୍କ ବୈଠକ, ଆସନ୍ତା ୧୬ରେ ବ୍ଲକସ୍ତରୀୟ ସଂଘର କର୍ମକର୍ତ୍ତା ଚୟନ
by
Proprietor Abhimanyu Maharana
November 11, 2026
ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର : ୩୦ ୟୁନିଟ୍ ରକ୍ତ ସଂଗ୍ରହ
by
Proprietor Abhimanyu Maharana
November 11, 2026
ବାଲିଗୁଡ଼ାରେ ମା’ ଶ୍ୟାମା କାଳୀଙ୍କ ପୂଜା ମହୋତ୍ସବ : ଦୀପଦାନ ସହ ପିତୃ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି
by
Proprietor Abhimanyu Maharana
November 11, 2026
ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି, ୧୧ରେ ହେବ ବିଭିନ୍ନ କାର୍ଯ୍ୟକ୍ରମ
by
Proprietor Abhimanyu Maharana
November 11, 2026