ନୟାଗଡ଼ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ଠାରେ : ୬୧ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି

ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :-> ନୟାଗଡ଼ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ଠାରେ ୬୧ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି. ଏହି ଦିବସରେ ଗୃହରକ୍ଷୀ ଓ ବେସାମରିକ ବାହିନୀ ଉପସ୍ଥିତ ରହି ପ୍ୟାରେଟ କରିଥିଲେ. ଆରକ୍ଷୀ ଅଧିକ୍ଷକ ରାହୁଲ ଜୟନ ଉପସ୍ଥିତ ରହି ଗୃହରକ୍ଷୀ ପ୍ରତିଷ୍ଠା ଦିବସରେ ବିସ୍ତୃତ ବିବରଣୀ ଦେଇଥିଲେ.

ଏହି ଦିବସରେ ଗୃହରକ୍ଷୀ ମାନଙ୍କୁ ନିଷ୍ଠାର ସହ କାମ କରୁଥିବାରୁ ନୂଆଗାଁ ରୁ ରାଜକିଶୋର ପ୍ରଧାନ, ରମେଶ ଚନ୍ଦ୍ର ନନ୍ଦ, ସଦର ଥାନାରୁ ସଞ୍ଜୟ କୁମାର ପ୍ରଧାନ, ମାନସ ରଞ୍ଜନ ସ୍ୱାଇଁ, ଓଡଗାଁ ଥାନାରୁ ସୁଶାନ୍ତ କୁମାର ବିଶୋଇ ସରୋଞ୍ଜନ ମହାପାତ୍ର,

 

ରଣପୁର ଥାନାରୁ ଅଖିଳ କୁମାର ବଳିୟାରସିଂ, ରତ୍ନାକର ହରିଚନ୍ଦନ, ଇଟାମାଟି ଥାନାରୁ ଦାଶରଥି ମହାରଣା, ଗୋପାଳ ଚନ୍ଦ୍ର ନାୟକ, ଖଣ୍ଡପଡା ଥାନାରୁ କୃଷ୍ଣ ଚନ୍ଦ୍ର ସାହୁ, ଶିବ ନାଥ ଡାକୁଆ,ଦଶପଲ୍ଲା ଥାନାରୁ ପଙ୍କଜ ନାୟକ, ତ୍ରିନାଥ ନାୟକ,

ଗଣିଆ ଥାନାରୁ ପ୍ରୟାକାନ୍ତ ମାଲିକ, ସୁରେଶ କୁମାର ବେହେରା, ସରଣକୂଳ ଥାନାରୁ ସନ୍ତୋଷ କୁମାର ସ୍ୱାଇଁ, ଦୀନବନ୍ଧୁ ମହାପାତ୍ର, ଫତେଗଡ ଥାନାରୁ ଦୀନବନ୍ଧୁ ଜେନା, ଦେବପ୍ରସାଦ ବିଶ୍ୱାଳ, ଜିଲ୍ଲା ମୁଖ୍ୟ ଥାନାରୁ ସନ୍ତୋଷ କୁମାର ନାୟକ, ସଜଲ ପଟ୍ଟନାୟକ, ଜଳଧର ସେଠି, ନିରଞ୍ଜନ ମହାନ୍ତି ମାନପତ୍ର ପ୍ରଦାନ କରିଥିଲେ.

Exit mobile version