ଭୁବନେଶ୍ବର ଡ଼ାକ ମଣ୍ଡଳ ଡିସେମ୍ବର ୧୨ ତାରିଖ ଧର୍ମଘଟ ଡାକରା ପାଇଁ ପ୍ରସ୍ତୁତି ବୈଠକ ।

୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ମଙ୍ଗଳବାର ଦିନ ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟ ର ସଚେତନତା ସଭା ଭୁବନେଶ୍ୱର ଡାକ ମଣ୍ଡଳ ଅଧିନରେ ଥିବା ନିରାକାରପୁର,ଜଙ୍କିଆ,ଶିଙ୍ଗିପୁର,ସିକୋ,ନରଣଗଡ, ବାଜପୁର,ପି ଏନ୍ କଲେଜ ଓ ପଲାହାଟ ଉପଡାକଘର ଅଧିନରେ ଥିବା ୩୦୦ ଉର୍ଦ୍ଧ ଗ୍ରାମୀଣ ଡାକ ସେବକଙ୍କ ପ୍ରସ୍ତୁତି କାଳୀନ ସଭାପତି

ଭୁବନେଶ୍ୱର ଡାକ ମଣ୍ଡଳ ର ସମ୍ପାଦକ ଶରତ କୁମାର ମାନସିଂହ ସାଙ୍ଗଠନିକ ସହ ସମ୍ପାଦକ ଖଗେଶ୍ବର ବାରିକ, ଦୂର୍ଗା ପ୍ରସାଦ ଜେନା, ପ୍ରଫୁଲ୍ଲ କୁମାର ନନ୍ଦଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ଦୃଢ଼ତା ସହିତ ନିଷ୍ପତ୍ତି ନିଆଗଲା ଯେ ପର୍ଯ୍ୟନ୍ତ ଦାବୀ ପୂରଣ ନହୋଛି ,ସେ ପର୍ଯ୍ୟନ୍ତ ସଂଗ୍ରାମ ଯାରିରହିବ।

Exit mobile version