ନୟାଗଡ଼ କୈଳାସ ହସ୍ପିଟାଲ ରେ ଦେଖିବାକୁ ମିଳୁଛି ରୋଗୀଙ୍କ ସେବା

ବହୁତ ମେଡିକାଲ ବୁଲି ବୁଲି ସର୍ବ ଶେଷରେ ନୟାଗଡ଼ କୈଳାସ ହସ୍ପିଟାଲ ରେ ସୁସ୍ଥ ହୋଇଛି 

 ୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :-> ବୁଲିବାକୁ ଯାଇଥିଲି ଜଣେ ମା କୁ ପଚାରିଲି ମା ଆପଣଙ୍କର କଣ ଅସୁବିଧା ହେଇଚି, ତାଙ୍କ ପରିଚୟ ମାଗିଲି, ତାଙ୍କ ପରିଚୟ ଦେଲେ ସିନାରାଣୀ ଦାସ,କନ୍ଧମାଳ, ପଚାରିବାରୁ କହିଲେ ମୁଁ ଭୁବନେଶ୍ୱର,

ଭବାନୀପାଟଣା, ବିଷାକାପାଟନା, ଏବଂ ବହୁତ ମେଡିକାଲ ବୁଲି ବୁଲି ସର୍ବ ଶେଷରେ ନୟାଗଡ଼. ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଆଗରେ ଥିବା କୈଳାସ ହସ୍ପିଟାଲ ରେ ବିଜ୍ଞ ଡ଼କ୍ଟର ଦ୍ୱାରା ସୁସ୍ଥ ଭାବରେ ଯାଉଛନ୍ତି .

Exit mobile version