୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଦଶପଲ୍ଲା :-> ପ୍ରକାଶ ପାଇଲା,ଦଶପଲ୍ଲା ଇତିହାସ ର ଇଂରାଜୀ ସଂସ୍କରଣ ପୁସ୍ତକ । ରବିବାର ସନ୍ଧ୍ୟାରେ ଦଶପଲ୍ଲାର ରାଜ ବଂଶର ଦାୟଦ ଦିଗ୍ ବିଜୟ ଚନ୍ଦ୍ରଦେଓଭଞ୍ଜଙ୍କ ଦ୍ଵାରା ଅନପଚାରିକ ସମାବେଶରେ ଉନ୍ମୋଚିତ ହୋଇଯାଇଛି ଏହି ପୁସ୍ତକ । ସୂଚନାଥାଉକି “ଦଶପଲ୍ଲା ଇତିହାସ “ପୁସ୍ତିକାର ରଚନାକାର ହେଉଛନ୍ତି ନୀଳମଣି ବିଶୋଇ ।
