Home ଓଡ଼ିଶା ଦୁର୍ଘଟଣା ଜନିତ ମୁର୍ତ୍ୟୁ ଶୂନ୍ୟ ସପ୍ତାହ ଶୁଭାରମ୍ଭ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :-> ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଦୁର୍ଘଟଣା ଜନିତ ମୁର୍ତ୍ୟୁ ଶୂନ୍ୟ ସପ୍ତାହ ଶୁଭାରମ୍ଭ ହୋଇଯାଇଛି . ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁ ,ଆରକ୍ଷ ଅଧିକ୍ଷକ ରାହୁଲ ଜୟନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର ସାହୁ, ଜିଲ୍ଲା M. V. I ପଞ୍ଚାନନ ବେହେରା ରଥ ଗଡିବାର ଶୁଭାରମ୍ବ କରିଥିଲେ. ଏହି କାର୍ଯ୍ୟକ୍ରମ ରେ R. T. O ଅଫିସ ର କର୍ମକର୍ତା ଉପସ୍ଥିତ ଥିଲେ. ସଚେତନତା ରଥ ଆଜିଠାରୁ ସାତ ଦିନ ଧରି ସବୁ ପଂଚାୟତ ରେ ସଚେତନା ପାଇଁ ଗଡିବ ବୋଲି ସୂଚନା ଦେଇଥିଲେ. Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ by Proprietor Abhimanyu Maharana June 26, 2026 Dabur India Limited inducts the importance of Wonder Herb – Pudina by Proprietor Abhimanyu Maharana June 26, 2026 ଚମତ୍କାର ଔଷଧି - ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ by Proprietor Abhimanyu Maharana June 25, 2026 ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ by Proprietor Abhimanyu Maharana June 25, 2026 ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି by Proprietor Abhimanyu Maharana June 25, 2026 ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ by Proprietor Abhimanyu Maharana June 25, 2026