ନୟାଗଡ଼ ମେଡିକାଲ ରେ 100 ଶଯ୍ୟା ବିଶିଷ୍ଟ ନୂତନ ଗୃହ ର ଉଦଘାଟନ କରିଛନ୍ତି : ବିଧାୟକ ଡ଼. ଅରୁଣ କୁମାର ସାହୁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦେଶ୍ୟରେ ଓଡିଶା ର ଲୋକ କିପରି ମେଡିକାଲ ରେ ଅସୁବିଧା ନହେବେ ସେଥିପାଇଁ ତାଙ୍କର ଚେଷ୍ଟା ଓ ପ୍ରଚେଷ୍ଟା କରିଆସୁଛନ୍ତି

୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼  :-> ନୟାଗଡ଼ ମେଡିକାଲ ରେ 100 ଶଯ୍ୟା ବିଶିଷ୍ଟ ନୂତନ ଗୃହ ର ଉଦଘାଟନ ହୋଇଯାଇଛି. ଏହି ଉଦଘାଟନ ଉଛବ ରେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ,

ବ୍ଲକ ଅଧକ୍ଷ କିଶୋର ସାହୁ,ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, C. D. M. O ଙ୍କ ସମେତ ଅନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦେଶ୍ୟରେ ଓଡିଶା ର ଲୋକ କିପରି ମେଡିକାଲ ରେ ଅସୁବିଧା ନହେବେ ସେଥିପାଇଁ ତାଙ୍କର ଚେଷ୍ଟା ଓ ପ୍ରଚେଷ୍ଟା କରିଆସୁଛନ୍ତି.

Exit mobile version