ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ

୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି  :->  ଗଜପତି ଜିଲ୍ଲା ଆର, ଉଦୟଗିରି ଗୋଷ୍ଠୀଶିକ୍ଷାଧିକାରୀ କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ରବିବାର ଆର, ଉଦୟଗିରି ବ୍ଳକ ଅନ୍ତର୍ଗତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସହର ପରିକ୍ରମା ସଚେତନତା ରାଲି ଅନୁଷ୍ଠିତ କରାଯାଇଥିଲା । ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ମ୍ୟଖ୍ୟ ସ୍ରୋତରେ ସାମିଲି କରାଇବା ଲକ୍ଷ ନେଇ ବିଡିଓ ଲରିମନ ଖର୍ସେଲ, ଗୋଷ୍ଠୀଶିକ୍ଷାଧିକାରୀ ବିରେନ୍ଦ୍ର ମଣ୍ଡଳ, ଏବିଇଓ ଯୁଧିଷ୍ଠିର ବେହେରା, ନିବାସ ବେହେରଦଳାାଇ ,

କାର୍ଯ୍ୟାଳୟ ସମସ୍ତ କର୍ମଚାରୀ, ସେବସବ୍ ଅଫିସର ଲକ୍ଷ୍ମଣ ପାଇକ, ବିଆରଟି ବିରଞ୍ଚି ନାରାୟଣ ଦାସ, R P ଅଭୟ କୁମାର ଦାସ, ଅଶୋକ କୁମାର ପଣ୍ଡା ଓ ସିଆରସି ନରେନ୍ଦ୍ର କାଟା, ଅନାସିମ ମଣ୍ଡଳ, ଜଙ୍ଗାଧର ପାଇକ, ରଇଲା ଶଙ୍କର ରାଓ ପ୍ରଭୃତି ଙ୍କୁ ବିଭିନ୍ନ ପ୍ରତିଯୋଗିତା କରାଯାଇ ପୁରସ୍କାତ କରାଯାଇଥିଲା । ୧୪୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ । ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ସମାଜର ଅଂଶ ରୂପେ ବିବେଚନା କରାଯାଇଥିଲା ।

Exit mobile version