ବିନ୍ଦୁ ସାଗର ସଫେଇରେ ଯୋଗ ଦେଲେ ମନ୍ତ୍ରୀ ଓ ମେୟର

୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ବିନ୍ଦୁ ସାଗର ରେ ଶ୍ରଦ୍ଧାଳୁମାନେ ଭାସାଇଥିବା ଡଙ୍ଗା ଗୁଡିକୁ ଆଜି ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଓ ଭୁବନେଶ୍ୱର ମହାନଗର ନିଗମ ମିଳିତ ଆନୁକୁଲ୍ୟରେ ସଫେଇ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମେୟର ସୁଲୋଚନା ଦାସ ଯୋଗଦେଇଥିଲେ

ଏହି ଅବସରରେ କର୍ପୋରେଟର ଶିବ ପ୍ରସାଦ ବେହେରା, ଚନ୍ଦ୍ର ଶେଖର ମଲ୍ଲିଆ,ଶିବ ନାରାୟଣ ରାୟ, ଅଜିତ୍ ବେହେରା, ଅନୁଷ୍ଠାନର ଉପସଭାପତି ସମରେନ୍ଦ୍ର ସାହୁ,ସମ୍ପାଦକ ଦୀପକ ମହାପାତ୍ର, କୋଷାଧ୍ୟକ୍ଷ ମନୋଜ ବେହେରା, ଦାଶରଥି ଗରାବଡୁ,ଡ ସୁରେଶ ବାରିକ, ସୁବାସ ମହାପାତ୍ର,

ସଞ୍ଜୟ ସାହୁ, ପୁର୍ଣେନ୍ଦୁ ପୂଜାପଣ୍ଡା, ଜିତେନ୍ଦ୍ର ନନ୍ଦ,ବୁବୁନା ପଟ୍ଟନାୟକ, ବର୍କତ୍ ତୁଲ୍ଲା, ପ୍ରକାଶ ନାୟକ, ନରେନ୍ଦ୍ର ମହାପାତ୍ର,ସୁଦର୍ଶନ ପ୍ରଧାନ,ଭିକାରୀ ମହାନ୍ତି, ରାଜେନ୍ଦ୍ର ସାହୁ,ହେମନ୍ତ ପ୍ରଧାନ,ବି ଏମ୍ ସି ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ ଜେଡ ଡି ସି ରାଜଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version