ଜାତୀୟ ସମ୍ବିଧାନ ଦିବସ

୨୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଆଜି ଜାତୀୟ ସମ୍ବିଧାନ ଦିବସ ଉପଲକ୍ଷେ ବିଧାନସଭାର ସଚିବ, ଶ୍ରୀ ଦାଶରଥ୍ ଶତପଥ୍ ବିଧାନସଭାର କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଭାରତ ସମ୍ବିଧାନର ପ୍ରସ୍ତାବନା, ମୌଳିକ ମୂଲ୍ୟବୋଧ ଉପରେ ଶପଥ ପାଠ କରାଇଲେ ।

Exit mobile version