
୨୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ୨୨୦ ନଂ ଜାତୀୟ ରାଜପଥ ରେ ଦୈନିକ ଛୋଟ ବଡ ଦୂର୍ଘଟଣା ଘଟୁଛୁ । ବାସିଙ୍ଗିର କ୍ରସର ପଏଣ୍ଟ ନିକଟ ରାଜପଥ ସାଇଡ୍ ଘଞ୍ଚ ଆକାଶିଆ ଜଙ୍ଗଲ ଥିବାରୁ ରାସ୍ତାଟି ରାତିରେ ଅତି ସଂକୀର୍ଣ୍ଣ ପରି ଜଣାପଡିଥାଏ ଯାହା ଫଳରେ ଉକ୍ତ ସ୍ଥାନରେ ବହୁବାହାର ଦୂର୍ଘଟଣା ଘଟୁଥିବାର ନଜରକୁ ଆସିଛି ।
