ଏକାମ୍ର କ୍ଷେତ୍ରରେ ଦୁଇ ଦିନ ଶିବ ପୁରାଣ କଥା

୨୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :->  ଲିଙ୍ଗରାଜ ମନ୍ଦିର ସମ୍ମୁଖ ରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ବୃନ୍ଦାବନ ନିବାସୀ ପଣ୍ଡିତ ଅଶୋକ ଭରଦ୍ୱାଜ ଜୀ ମହାରାଜ ଙ୍କ ପ୍ରବଚକ ମଣ୍ଡଳୀ ଦ୍ଵାରା ଦୁଇ ଦିନ ଧରି ପ୍ରବଚନ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଛନ୍ତି।

ପବିତ୍ର କାର୍ତ୍ତିକ ମାସରେ ଲିଙ୍ଗରାଜ ଙ୍କ ପାଖକୁ ଆସୁଥିବା ଶହ ଶହ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମକୁ ଉପଲବ୍ଧ କରିବା ସହ ଏକ ଭକ୍ତିମୟ ପରିବେଶ ସୃଷ୍ଟି କୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଧାୟକ ଅନନ୍ତ ନାରାୟଣ ଜେନା,ସୁଶାନ୍ତ କୁମାର ରାଉତ,ମେୟର ସୁଲୋଚନା ଦାସ,ଓଡ଼ିଶା କୋଠ ବାଡ଼ି ଅନ୍ୟାନ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର,

ଡେପୁଟି ମେୟର ମଞ୍ଜୁଲତା କହଁର,କର୍ପୋରେଟର ଚନ୍ଦ୍ର ଶେଖର ମଲ୍ଲିଆ,ଶିବ ପ୍ରସାଦ ବେହେରା, ଶିବ ନାରାୟଣ ରାୟ,ଶ୍ରୀଧର ବେହେରା, ବିନୟିନି ଜେନା,ମହାମାୟା ସ୍ବାଇଁ ଅନୁଷ୍ଠାନର ସମ୍ପାଦକ ଦୀପକ ମହାପାତ୍ର,ଦାଶରଥି ଗରାବଡୁ,ସୁରେଶ ବାରିକ,ମନୋଜ ବେହେରା,ପୂ6ର୍ଣ୍ଣନ୍ଦୁ ପୂଜାପଣ୍ଡା,ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version