ଗାଇ ଚାଲାଣ ବେଳେ ଆର,ଉଦୟଗିରି ଠାରେ ମାଡି ବସିଲା ବଜରଙ୍ଗୀ ଦଳ : ପୁଲିସ କାଗଜ ଦେଖି ଛାଡିଲେ

ସ୍ଥାନୀୟ ପୁଲିସ ଗାଡିଥିବା ଦୁଇଜଣ ଠାରୁ ତଥ୍ୟା ସଂଗ୍ରହ କରିବା ପରେ ନୁଆଗଡ ଗ୍ରାମର ସୁଗ୍ରୀବ ଗୌଡ ନିଜପାଇଁ ୩ ଗ୍ରାମର ମହିଳା ମଣ୍ଡଳ ପାଇଁ ଚାନ୍ଦିପୁଟ ହାଟରୁ କିଣି ନେଉଥିଲେ କହିବା ସହ ସମସ୍ତ କାଗଜ ପତ୍ର ଦେଖାଇଥିଲେ । ପୁଲିସ ଜବତ ଗାଇ ୬ଟି ଛାଡିଥିଲେ ବୋଲି ପୁଲିସ ପ୍ରକାଶ କରିଛନ୍ତୀ ।
Related Content
ସ୍ୱଦେଶୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତିର ବିକାଶକୁ ତ୍ୱରାନ୍ୱିତ କରିବା ଳକ୍ଷ ନେଇ ସିଏସ୍ଆଇଆର୍-ଆଇଏମ୍ଏମ୍ଟି ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ଏବଂ ଲୋହମ୍ ମଧ୍ୟରେ ଶିଳ୍ପ ସହଭାଗିତା
by
Proprietor Abhimanyu Maharana
July 27, 2026
CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies
by
Proprietor Abhimanyu Maharana
July 27, 2026
ଲବଣଗିରି ପାହାଡ଼ରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି
by
Proprietor Abhimanyu Maharana
July 27, 2026
ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା
by
Proprietor Abhimanyu Maharana
July 27, 2026
ଇଣ୍ଡିଆନ ଆଇଡୋଲ ସିଜିନ ୧୬ ର ବିଜେତା - ଜ୍ୟୋତିର୍ମୟୀ ନାୟକ
by
Proprietor Abhimanyu Maharana
July 26, 2026
ବିନା ଉଦଘାଟନରେ ୨ଟି ଓଭରବ୍ରିଜ କାର୍ଯ୍ୟକ୍ଷମ
by
Proprietor Abhimanyu Maharana
July 26, 2026