ଓଡିଶା ତାଜା ନ୍ୟୁଜ୍ (୧୬ ଜୁଲାଇ ଗୁରୁବାର) ପାରଳଖେମୁଣ୍ଡି :- ଗଜପତି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବି ଚନ୍ଦ୍ର ନାୟକଙ୍କର ପରଲୋକ ହୋଇଯାଇଛି । ସେ କଟକ ସ୍ଥିତ ଅଶ୍ଵିନୀ ହସ୍ପିଟାଲରେ ଚକିତ୍ସିତ ଥିବା ଅବସ୍ଥାରେ ଗତରତ୍ରରେ ପରଲୋକ ହୋଇଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁରେ ଗଜପତି ଜିଲ୍ଲା ସାମ୍ୱାଦିକ ଓ ଜିଲ୍ଲା ପ୍ରଶାସନରେ ଶୋକ ର ଛାୟା ଖେଳାଇ ଦେଇଛି । ସେ ଜଣେ ଏକା ଧାରାରେ ଜଣେ ମେଳାପି ଓ ମିଷ୍ଟଭାଷୀ ଥିଲେ । ତାଙ୍କ ମୃତ୍ୟୁରେ ଗଜପତି ଜିଲ୍ଲା ସାମ୍ୱାଦିକ ସଙ୍ଘ ର ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମି ରଞ୍ଜନ ମିଶ୍ର, ଶିଶିର ଗୌଡ, କୃଷ୍ଣ କୁମାର ବେହେରା, ସୁଜିତ ବିଷୋୟୀ, ସରୋଜ ବୀର, ସୀତାନାଥ ପଣ୍ଡା, ଆଦର୍ଶ ଦାସ, ରମାଗୋବିନ୍ଦ ଆଚାର୍ଯ୍ୟ, ବିବେକା ନନ୍ଦ ବେହେରା, ସନ୍ତୋଷ ପାଟ- ଯୋଷି,ପ୍ରଭାତ କୁମାର ପାତ୍ର, ପ୍ରସାନ୍ତ କୁମାରପଟ୍ଟନାୟକ,ବୀରପଟ୍ଟନାୟକ, କ୍ରିତ ଦାସ ବର୍ଦ୍ଧନ ,ଜଗଦୀଶ ପଣ୍ଡା, ସରୋଜ ପାଣଗ୍ରାହୀ , ପ୍ରଦୀପ ନାୟକ, ଡିଜେନ ପାଢ଼ୀ ,ରୁପେଶ ସାହୁ, କୃଷ୍ଣ ମୋହନ ପଟନାୟକ,ପି. ଅନିଲ, ସୁଜିତ ପ୍ରଧାନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ( ରିପୋର୍ଟ- ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବି ଚନ୍ଦ୍ର ନାୟକଙ୍କର ପରଲୋକ ରେ ବିଭିନ୍ନ ମହଲରେ ଶୋକ

- Categories: Uncategorized, ଓଡ଼ିଶା, ହୋମ୍
Related Content
ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
by
Proprietor Abhimanyu Maharana
August 2, 2026
ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ
by
Proprietor Abhimanyu Maharana
August 2, 2026
ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ
by
Proprietor Abhimanyu Maharana
August 2, 2026
ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ
by
Proprietor Abhimanyu Maharana
August 2, 2026
ଭିଜିଲାନ୍ସ ଜାଲରେ ମାଧବ ରାଜସ୍ଵ ନିରୀକ୍ଷକ
by
Proprietor Abhimanyu Maharana
August 2, 2026
ଫୁଲବାଣୀର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ( ଆଇ ଟି ଆଇ ) ପରିସର ମଧ୍ୟରେ : ବରିଷ୍ଟ ନାଗରିକ ସଂଘ ଚଳିତ ବର୍ଷ ର ବୃକ୍ଷ ରୋପଣ ଉତ୍ସବ
by
Proprietor Abhimanyu Maharana
August 2, 2026