
୧୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଓଡ଼ିଶାର ଅଗ୍ରଣୀ ପ୍ରଜନନ କ୍ଲିନିକ ‘ସାନ୍ତାନ’ ଭୁବନେଶ୍ୱରରେ ଅତ୍ୟାଧୁନିକ ଫର୍ଟିଲିଟି କେନ୍ଦ୍ରର ଉଦଘାଟନ ସହ ନୂତନ ମାଇଲଖୁଂଟ ସ୍ଥାପନ କରିଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ଅନୁ ଚୌଧୁରୀ ଯୋଗଦେଇ ବ୍ରାଣ୍ଡ ଆମ୍ବାସାଡର ଭୂମିକାରେ ଗ୍ଲାମର ଏବଂ ବିଶ୍ୱସନୀୟତାର ସ୍ପର୍ଶ ଯୋଡ଼ିଥିଲେ ।

