୧୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ :-> ନୟାଗଡ ଜ଼ିଲ୍ଲା ଅନ୍ତର୍ଗତ ନୟାଗଡ ବ୍ଲକର ଗମ୍ଭାରୀଡିହି ଗ୍ରାମସ୍ଥ ‘ AUBI’ ସ୍ବେଛାସେବୀ ସଂସ୍ଥା ଦ୍ୱାରା ସଂସ୍ଥା ଦ୍ୱାରା ପରିଚାଳିତ ଦାତବ୍ୟ ଆୟୁର୍ବେଦ ପଞ୍ଚକର୍ମ ଚିକିତ୍ସାଳୟଠାରେ ଏକ ମେଗା ଆୟୁର୍ବେଦ ସ୍ଵାତ୍ସ୍ୟ ମେଳା ଚଳିତ ମାସ 8 ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି.
ଉକ୍ତ ସ୍ଵାତ୍ସ୍ୟ ମେଳାରେ ଭାରତ ସରକାରଙ୍କ ଭୁବନେଶ୍ୱରସ୍ଥ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ସଂସ୍ଥାନର ଏକ ମେଡିକାଲ ଟିମ ଯୋଗଦେଇ ସ୍ଵାତ୍ସ୍ୟ ପରାମର୍ଶ ଓ ଚିକିତ୍ସା ଯୋଗାଇ ଥିଲେ.ଆଲୋକର ପର୍ବ ଦୀପାବଳି ଆପଣଙ୍କ ମନରେ ଭରିଦେଉ ସୁଖ,
ଶାନ୍ତି ଓ ସମୃଦ୍ଧି.ଏ ପବିତ୍ର ଦିନରେ ‘ଅବି ‘ ପରିବାର ଏହା ହିଁ ପ୍ରଭୁ ତ୍ରିନାଥ ଦେବଙ୍କ ନିକଟରେ ପ୍ରାର୍ଥନା କରି ଆପଣ ଓ ଆପଣଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି.
