ନିରାକାରପୁର ପୋଲିସ ତରଫରୁ ଜାତୀୟ ରାଜପଥ ରେ ବ୍ଲକିଂ ଓ ଚେକିଂ

୧୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିରାକାରପୁର :-> ଖୋର୍ଦ୍ଧା ନିରାକାରପୁର ଥାନା ଆଇଆଇସି ସୁଚିତ୍ରା ଜେନା ଙ୍କ ନେତୃତ୍ୱରେ ଆଜି ୧୬ ନଂ ଜାତୀୟ ରାଜପଥ ରେ ବ୍ଳକିଂ ଓ ଚେକିଙ୍ଗ କରାଯାଇଥିଲା । ସୂଚନାଯୋଗ୍ୟ କି ଆଜି କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଅଞ୍ଚଳରୁ ଦୁର୍ବୃତ୍ତ ମାନେ

ବନ୍ଧୁକ ମୁନରେ କୋଟିଏ ରୁ ଅଧିକ ଟଙ୍କା ଏଟିଏମ୍ ଗାଡିରୁ ଲୁଟି ନେଇ ଥିବାବେଳେ ଏହାକୁ ଧରିବା ଉଦ୍ଦେଶ୍ୟରେ ଆଜି ରାମେଶ୍ବର ଛକ ନିକଟରେ ନିରାକାରପୁର ପୋଲିସ ତରଫରୁ ଚେକିଙ୍ଗ୍ କରାଯାଇଥିଲେ ବି କୌଣସି ସୁରାକ ମିଳି ନ ଥିଲା

Exit mobile version