ଭାରତ ପାଇଁ ବଡ଼ ଯୋଜନା…

ଓଡିଶା ତାଜା ନ୍ୟୁଜ୍ (୧୪ ଜୁଲାଇ ୨୦୨୦ ମଙ୍ଗଳବାର) ଭୁବନେଶ୍ୱର :- ଗୁଗୁଲ୍ ୭୫ ହଜାର କୋଟି ନିବେଶ କରିବ, ପ୍ରଧାନମନ୍ତ୍ରୀଙ୍କ ସହ ସୁନ୍ଦର ପିଚାଇଙ୍କ ଆଲୋଚନା । ଇଣ୍ଟରନେଟ୍ ଜଗତର ସର୍ବବୃହତ କଂପାନି ଗୁଗୁଲ୍‌ ଭାରତରେ ୭୫,୨୦୦ କୋଟି ଟଙ୍କା ନିବେଶ କରିବ । ଆସନ୍ତା ୫-୭ ବର୍ଷ ଭିତରେ ଏହି ପୁଞ୍ଜିନିବେଶ କରାଯିବ ବୋଲି କଂପାନିର ସିଇଓ ସୁନ୍ଦର ପିଚାଇ କହିଛନ୍ତି ।

Exit mobile version