୦୮ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ବକ୍ସି ଜଗବନ୍ଧୁ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଏକ ପ୍ରେକ୍ଷାଳୟ ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ପ୍ରେକ୍ଷାଳୟ ନିର୍ମାଣ ପାଇଁ ଛାତ୍ର, ଛାତ୍ରୀ, ଅଭିଭାବକ, ପୁରାତନ ଛାତ୍ର ସଂସଦ ପକ୍ଷରୁ ବହୁ ଦିନ ଧରି ଦାବି ରହିଥିଲା ।
ସରକାର ଏହି ଅର୍ଥ ମଞ୍ଜୁର କରିଥିବାରୁ ଆଜି ସକାଳେ କଲେଜର ଅଧ୍ୟକ୍ଷ ଜି ଏମ ଖାନ, ବିଜେବି ଫ୍ରେଣ୍ଡସ ର ସଭାପତି ଦେବାଶିଷ ପଟ୍ଟନାୟକ, ସତ୍ୟବ୍ରତ ଧୂପାଳ,ଡ ସନ୍ତୋଷ ବେଯ, ଅଜିତ୍ ବେହେରା, ଅମିତ୍ ପଟ୍ଟନାୟକ, ଲଗ୍ନଜିତ୍ ପାତ୍ର,ସତ୍ୟ ଶ୍ରୀଚନ୍ଦନ,
