ଏହି ଶୁଭାରମ୍ଭର ଅଂଶବିଶେଷ ହୋଇ ମୁଁ ଆନନ୍ଦିତ ଏବଂ ମୋର ଦୃଢ ବିଶ୍ୱାସ ଯେ ଏହି ରାନ୍ଧଣା ତେଲ ପ୍ରତ୍ୟେକ ପରିବାରର ଖାଦ୍ୟ ପ୍ରସ୍ତୁତି ଯାତ୍ରାରେ ତାରକା ଉପାଦାନ ହେବ ।” ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମାନ୍ଦାନାଙ୍କୁ ଏହି ବ୍ରାଣ୍ଡ୍ର ଚେହେରା ଭାବରେ ୨୦୨୧ରେ ସାମିଲ କରାଯାଇଥିଲା । ଫିଓନା ରିଫାଇନ୍ଡ ସନ୍ଫ୍ଲାୱାର ତେଲ ୫୦୦ ଏମଏଲ୍, ୧ ଲିଟର, ୫ ଲିଟର ଏବଂ ୧୫ ଲିଟର ଭଳି ବିଭିନ୍ନ ପ୍ୟାକ୍ ଆକାରରେ ଆସୁଛି ଏବଂ ବୁଙ୍ଗେ ଇଣ୍ଡିଆ ସମଗ୍ର ଓଡ଼ିଶାରେ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରିବ ।About Bunge India :-Bunge India is a part of Bunge Limited which is – a leading global agribusiness and Food Company for over 200 prosperous years. Bunge Limited buys, sells, stores and transports oilseeds and grains to serve customers worldwide; processes edible oil products for commercial customers and consumers; and makes ingredients used by food companies.