ଚିଲିକା ନିର୍ବାଚନମଣ୍ଡଳୀ ପାଇଁ କର୍ମବୀର : ମାନସ ମଙ୍ଗରାଜ – ଏକମାତ୍ର ଯୋଗ୍ୟ ବ୍ୟକ୍ତି

୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକାର :-> ଚିଲିକାର ଉନ୍ନତିକରଣ ପାଇଁ ଏକମାତ୍ର ଯୋଗ୍ୟ ବ୍ୟକ୍ତି ମାନସ ମଙ୍ଗରାଜ, ଚିଲିକାର ଉନ୍ନତିକରଣ, ସୌନ୍ଦର୍ଯ୍ୟକରଣ ଓ ବିକାଶ ନେଇ ନେଇ ରାଜ୍ୟସଭା ସାଂସଦ ମାନସ ବାବୁ ବିଧାୟକ ପ୍ରତି ଆଶାୟୀ ଅଟନ୍ତି । ସେ ଚିଲିକା ପାଇଁ କର୍ମବୀର । ତାଙ୍କର ଯୋଗ୍ୟତା ଅନୁଯାୟୀ ଡାଲ୍‍ ହ୍ରଦ ପରି ଚିଲିକାକୁ ମଧ୍ୟ କରିପାରିବେ । ଚିଲିକାକୁ ରିଙ୍ଗ୍‍ ବନ୍ଧ ବାନ୍ଧି ହଜାର ହଜାର ବେକାରୀକୁ ନିଯୁକ୍ତି ଦେବା ସହ ଦେଶ ବିଦେଶର ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ପର୍ଯ୍ୟଟନସ୍ଥଳୀ ହୋଇ ରାଜସ୍ୱ ମଧ୍ୟ ଆକଳନ ବାହାରେ ବଢ଼ିବାରେ ସାହାଯ୍ୟ ହେବ ।

କିନ୍ତୁ ଚିଲିକା ଟିକେଟ୍‍ ପାଇଁ ବିଜେଡିର ପୂର୍ବତନ ବିଧାୟକ ରଘୁସାହୁ ଓ ଗଣେଶ ଜଗଦେବ୍‍ ଆଶାୟୀ ମଧ୍ୟ ଅଛନ୍ତି । କଂଗ୍ରେସର କୈବର୍ତ୍ତ ମହାସଂଘର ସମ୍ପାଦକ ଦିଲିପ ବେହେରା ସେଥିପାଇଁ ଆଶାୟୀ, ମାନସିଂ ପରିବାର ଏବଂ ଆଉ କିଛି ଲୋକ କଂଗ୍ରେସ ଟିକେଟ୍‍ ନେବା ପାଇଁ ଆଗ୍ରହ । ସେପଟେ ବିଶ୍ୱଭୂଷଣଙ୍କ ପୁଅ ଏବଂ ଭାଇ ୨ ଜଣ ବିଜେପି ଟିକେଟ୍‍ ପାଇଁ ଆଶାୟୀ ।

Exit mobile version